ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୋ ସୁରକ୍ଷାକାରୀଙ୍କ ଉପରେ ଗୁଳି ମାଡ଼ କଲେ ଗୋ ମାଫିଆ

ବାରିପଦା : ଗୋ ସୁରକ୍ଷାକାରୀଙ୍କ ଉପରେ ଗୁଳି ମାଡ଼ କଲେ ଗୋ ମାଫିଆ। ୪୯ ନମ୍ବର ଜାତୀୟ ରାଜପଥ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଥାନା ଅଧୀନ ବେଗୁନିଆ ଟୋଲ ଗେଟ୍ ନିକଟରେ ଗୋ ମାଫିଆଙ୍କ ଗୁଳି ମାଡରେ ୨ଜଣ ଗୋ ସୁରକ୍ଷାକାରୀ ଗୁରୁତର। ଗୁରୁତରଙ୍କୁ ପ୍ରଥମେ ଯଶିପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରି ପରେ ବାରିପଦା ସ୍ଥାନାନ୍ତର କରାଯାଇଛି। ଆହତ ୨ଜଣ କଟକର ବଜରଙ୍ଗ ଦଳ ଓ ଦେବସେନା ଦଳର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଏକ ୧୪ ଚକିଆ ଟ୍ରକ ଜବତ ହୋଇଛି। ଯଶିପୁର ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.