ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଶଙ୍ଖ ଧରିବେ ଆଦିବାସୀ ନେତା ଜର୍ଜ ତିର୍କୀ, ‘ବିଜେଡି ଛାଡ଼ିବା ବଡ଼ ଭୁଲ ଥିଲା’

ସୁନ୍ଦରଗଡ଼: ପୁଣି ଶଙ୍ଖ ଧରିବେ ଆଦିବାସୀ ନେତା ଜର୍ଜ ତିର୍କୀ । ବିଜେଡି ଛାଡ଼ିବା ତାଙ୍କର ବଡ଼ ଭୁଲ ଥିଲା ବୋଲି ଜର୍ଜ ତିର୍କୀ କହିଛନ୍ତି । ମାର୍ଚ୍ଚରେ ପୁଣି ବିଜେଡିକୁ ଫେରିବେ ଜର୍ଜ । ସମର୍ଥକଙ୍କ ସହ ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ନେତା । ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଜର୍ଜ ତିର୍କୀ । ୨୦୦୬ରେ ବିଜେଡି ଛାଡ଼ିଥିଲେ ଜର୍ଜ ତିର୍କୀ । ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର କଂଗ୍ରେସ କର୍ମୀ ଓ ନେତା ବିଜେଡିରେ ଯୋଗଦାନ କରିବେ । ସୁନ୍ଦରଗଡ଼ ଜିଲ୍ଲାର ବିକାଶ କାର୍ଯ୍ଯ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଜର୍ଜ ତିର୍କୀ ।

Leave A Reply

Your email address will not be published.