ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡିଶା ପୋଲିସ ପାଇଁ ଗର୍ବର ବିଷୟ; ଦେଶର ଦ୍ବିତୀୟ ଶ୍ରେଷ୍ଠ ଥାନା ଭାବେ ଗାଙ୍ଗପୁର ଥାନା ପୁରସ୍କୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ୨୦୨୧ ପାଇଁ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ଥାନା ରୂପେ କେନ୍ଦ୍ର ଗୃହମନ୍ତ୍ରାଳୟ ଦ୍ୱାରା ପୁରସ୍କୃତ ହୋଇଛି । ଏହା ବେଶ୍ ଗର୍ବର ବିଷୟ ବୋଲି ଓଡିଶା ପୋଲିସ ପକ୍ଷରୁ କୁହାଯାଇଛି ।

gangpur-police-station-awarded-as-second-best-police-station-in-country

ଲକ୍ଷ୍ନୌଠାରେ ଆୟୋଜିତ ସମାରୋହରେ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ ଧାସ । ଏହାସହ ସେ ଟ୍ରଫି ମଧ୍ୟ ଗ୍ରହଣ କରିଛନ୍ତି । ଏ ନେଇ ଗଞ୍ଜାମ ଏସ୍‌ପି ବ୍ରିଜେଶ୍ ରାଏ ସୂଚନା ଦେଇଛନ୍ତି । ଓଡିଶା ପୋଲିସ ପାଇଁ ଏହା ସମ୍ମାନ ବୋଲି କୁହାଯାଇଛି ।

 

Leave A Reply

Your email address will not be published.