ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୋବାଇଲ ଗେମ୍ ହେଲା କାଳ: ସାଙ୍ଗକୁ ପଥରରେ ଛେଚି ହତ୍ୟା କଲେ ଆଉ ଦୁଇ ସାଙ୍ଗ

କୋରାପୁଟ: କାଳ ହେଲା ମୋବାଇଲ ଗେମ୍ । ମୋବାଇଲରେ ଗେମ ଖେଳିବାକୁ ନେଇ ଦୁଇ ସାଙ୍ଗ ମିଶି ଆଉ ଜଣେ ସାଙ୍ଗକୁ ପଥରରେ ଛେଚି ହତ୍ୟା କରିଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ କରୋପୁଟ ଜିଲ୍ଲା ମସିପୁଟ ଗ୍ରାମରେ ।

ସୂଚନା ଅନୁଯାୟୀ, ଗତକାଲି ୩ଜଣ ସାଙ୍ଗ କୋଲାବ ନଦୀ ନିକଟକୁ ଆସିଥିଲେ।  ମୋବାଇଲା ଫ୍ରି ଫାୟାର ଗେମକୁ ନେଇ ବଚସା ହୋଇଥିଲା। ମୋବାଇଲ ନ ଦେବାରୁ ଦୁଇ ସାଙ୍ଗ ହତ୍ଯା କରି ନଦୀକୁ ପିଙ୍ଗି ଦେଇଥିଲେ। ଆଜି ମୃତ ଦେହ ଭାସିବା ପରେ ଏଗି ଘଟଣା ସାମ୍ନାକୁ ଆସିଛି। ଖବର ପାଇଁ ଘଟଣା ସ୍ଥାନରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ନାବଳକକୁ ଅଟକ ରଖି ପଚରା ଉଚରା କୋରାପୁଟ ଟାଉନ ଥାନା ପୁଲିସ ।

 

Leave A Reply

Your email address will not be published.