ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ (୨୫-୦୨-୨୦୨୨)

ମେଷ: କର୍ମକ୍ଷେତ୍ରରେ ଅପଦସ୍ତ ହୋଇପାରନ୍ତି। ରାଜନୀତିରେ ପାଇପାରନ୍ତି । ଚାକିରିରେ ଉତ୍ତେଜନା ପରିସ୍ଥିତି ରହିବ । ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶିକ୍ଷାର୍ଥୀ ଉତ୍ତେଜନାରେ ରହିବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍‌

ବୃଷ: ବିଭିନ୍ନ ଉପାୟରେ ଆୟ ହେବ। ଚାକିରିରେ ଧନ ସମ୍ମାନ ପ୍ରାପ୍ତ ହେବ।  ରାଜନୀତିରେ ସୁନାମ ପାଇବେ। ମହିଳାମାନେ ଯଶ ପାଇବେ। ବାଣିଜ୍ୟରେ ଲାଭଜନକ ରହିବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ | ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍‌ଭର

ମିଥୁନ: ଦେହ ଓ ମନ ଭଲ ରହିବ । ଆୟ ଉତ୍ତମ ହେବ । ଚାକିରିରେ ବ୍ୟକ୍ତିଙ୍କର ସହଯୋଗ ମିଳିବ। ରାଜନୀତିରେ ସକ୍ରିୟ ରହିବେ । ବ୍ୟଣିଜ୍ୟରେ ଭଲ ଆୟ ହେବ । ଶିକ୍ଷାର୍ଥୀ ସଫଳ ହେବେ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ

କର୍କଟ: କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ରହିବ । ଚାକିରିରେ ବ୍ୟସ୍ତତା ଭିତ ରାଜନୀତିରେ ଅସହଯୋଗ ଦେଖାଦେବ। ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷାର୍ଥୀମାନେ ଆଳସ୍ୟ ହେବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ- ହଳଦିଆ

ଏଥିସହିତ ପଢ଼ନ୍ତୁ

ସିଂହ: ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ । ରାଜନୀତିରେ ଚଳଚଞ୍ଚଳ । ମହିଳାମାନେ ପ୍ରସନ୍ନ ରହିବେ । ପରିବହନ ଓ ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା

କନ୍ୟା: ନିଜର ବୁଦ୍ଧିମତ୍ତା ଦ୍ବାରା କାର୍ଯ୍ୟହାସଲ କରିବେ । ରାଜନୀତିରେ ଦକ୍ଷ ପ୍ରତିନିଧୂତ୍ବ ରହିବ। ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟରେ ସମ୍ପୃଦ୍ଧ ହେବେ। ଶିକ୍ଷାର୍ଥୀ ସଫଳ ହେବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ

ତୁଳା: କର୍ମକ୍ଷେତ୍ରରେ ଶିଥିଳତା ରହିବ । ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ । ରାଜନୀତିରେ ସମସ୍ୟା ରହିବ । ପରିବହନ ଓ ବାଣିଜ୍ୟରେ ସ୍ବଳ୍ପ ଆୟ ହେବ। ଶିକ୍ଷାର୍ଥୀ ଅବହେଳା କରିବେ | ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ସିଲଭର୍

ବିଛା: ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ଓ ସହଯୋଗ ମିଳିବ । ରାଜନୀତିକ ସକ୍ରିୟ ରହିବେ । ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ପାଇବ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ସଫଳ ହେବେ | ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ମେରୁନ୍

ଧନୁ: ଦିନଟି ଆୟବ୍ୟୟ ସମାନ ରହିବ। ଚାକିରିରେ ଅବହେଳା ରହିବ।ରାଜନୀତିରେ ଜନ ବିରୋଧୀ ହୋଇପାରନ୍ତି। ବାଣିଜ୍ୟରେ ବ୍ୟୟବହୁଳ ଦେଖାଦେବ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ଗୋଲ୍ଡେନ୍‌

ମକର: କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ସାଂସାରିକ ସମସ୍ୟାବହୁଳ ରହିବ। ରାଜନୀତିରେ ଜଟିଳ ପରିସ୍ଥିତି ରହିବ। ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ। ଶୁଭ ଅଙ୍କ- ୮ ଶୁଭ ରଙ୍ଗ- କଳା

କୁମ୍ଭ: ବିଭିନ୍ନ ଉପାୟରେ ଅର୍ଥାଗାମ ହୋଇପାରେ। ରାଜନୀତିରେ ପ୍ରସିଦ୍ଧି ବଢ଼ିବ।ମହିଳାମାନେ ସୁଖି ରହିବେ । ବାଣିଜ୍ୟ ଉତ୍ସାହଜନକ ରହିବ। ଶିକ୍ଷାର୍ଥୀ ଆଜ୍ଞାଧୀନ ହେବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ

ମୀନ: ଦୁଃସାହସିକ ଭିତ୍ତିରେ କାର୍ଯ୍ୟ ସଫଳତା ପାଇବେ। ରାଜନୀତିକ ନେତୃତ୍ବ ନେଇ ସମ୍ମାନିତ ହେବେ। ପରିବହନ-ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ସଫଳ ହେବ॥ ଶୁଭ ଅଙ୍କ- ୭, ଶୁଭ ରଙ୍ଗ- କଫି

Leave A Reply

Your email address will not be published.