ଶୁକ୍ରବାର ରାଶିଫଳ (୨୧-୦୫-୨୦୨୧)

ମେଷ: ପାରଦର୍ଶିତା ପାଇଁ ସମ୍ମାନ ପାଇବେ । ସନ୍ତାନସନ୍ତତିମାନେ ଉନ୍ନତି କରିବେ । ଚାକିରିରେ ନିଷ୍ଠା ରହିବ I ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି
ବୃଷ:କର୍ମକ୍ଷେତ୍ରରେ ବିରୋଧାଭାସ ରହିବ। ଚାକିରିରେ କାର୍ଯ୍ୟଭାର ରହିବ | ମହିଳାମାନେ ବିରକ୍ତିମନା ରହିବେ । ବାଣିଜ୍ୟରେ ମନ୍ଥର ରହିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ
ମିଥୁନ: ଚତୁରତାର ସହ କାର୍ଯ୍ୟ ହାସଲ କରିବେ । ସାଂସାରିକ ସୁଖସମ୍ମାନ ପାଇବେ । ପ୍ରଶାସନିକ ମାନମର୍ଯ୍ୟାଦା ବୃଦ୍ଧି ହେବ । ବାଣିଜ୍ୟରେ ଉନ୍ନତି କରିବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍
କର୍କଟ:ଘାତଚକ୍ର ପ୍ରଭାବରୁ କାର୍ଯ୍ୟରେ ବାଧା ରହିବ। ମହିଳାମାନେ ହତୋତ୍ସାହ ରହିବେ । ଚାକିରିରେ ଅପଦସ୍ତ ହୋଇପାରନ୍ତି। ଶୁଭ ଅଙ୍କ ୩, ଶୁଭ ରଙ୍ଗ-ହଳଦିଆ
ସିଂହ:ଦିନଟି ହର୍ମୋଲ୍ଲାସ ଭିତରେ କଟିବ। ପ୍ରଶାସନିକ ଉଚ୍ଚପ୍ରଶଂସା ପାଇବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ- ସିଲଭର୍
କନ୍ୟା: ପ୍ରତି କାର୍ଯ୍ୟରେ ବ୍ୟୟବହୁଳତା ଦେଖାଦେବ। ଦାମ୍ପତ୍ୟ ଭୁଲ୍ ବୁଝାମଣା ରହିବ । ଶିଳ୍ପ, ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ
ମକର: ଦିନଟି ସମସ୍ୟା ବହୁଳ ରହିବ । ସାଂସାରିକ ଅଶାନ୍ତି ଦେଖାଦେବ । ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ
କୁମ୍ଭ:କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ଚାକିରିରେ ସୁଚାରୁରୂପେ କାର୍ଯ୍ୟ ତୁଲାଇବେ। ମହିଳାମାନେ ରକ୍ଷଣଶୀଳ ହେବେ । ବାଣିଜ୍ୟରେ ସଞ୍ଚୟ ହେବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ
ମାନ ଦିନଟିରେ କର୍ମତତ୍ପର ରହିବେ। ମହିଳାମାନେ ସ୍ବାଭିମାନୀ ହେବେ । ରାଜନୀତିରେ ଶତ୍ରୁଜୟ ହେବେ। ଶିଳ୍ପ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା