ଶୁକ୍ରବାର ରାଶିଫଳ (୧୮-୬-୨୦୨୧)

ମେଷ : ପରିଶ୍ରମ ମୁତାବକ ଫଳ ପାଇବେ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ରାଜନୀତିରେ ପ୍ରସିଦ୍ଧି ବଢିବ I ବାଣିଜ୍ୟରେ ସଫଳ ହେବେ। ଶୁଭ ଅଙ୍କ-୨ ,ଶୁଭ ରଙ୍ଗ-ଧଳା

ବୃଷ : କର୍ମକ୍ଷେତ୍ରରେ ଅସହଯୋଗ ମନେ ହେବ । ଚାକିରିରେ କାର୍ଯ୍ୟଭାର ରହିବ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶୁର ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ଏଥିସହିତ ପଢ଼ନ୍ତୁ

ମିଥୁନ:ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ପରିବହନ ଓ ବାଣିଜ୍ୟରେ ସଞ୍ଚୟ ହେବ । ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ

କର୍କଟ: କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ । ଚାକିରିରେ ସମସ୍ୟା ରହିବ । ରାଜନୀତିରେ ବିରୋଧୀ ବଢିବେ I ବାଣିଜ୍ୟ ପ୍ରତିକୂଳ ରହିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍

ସିଂହ: କର୍ମକ୍ଷେତ୍ରରେ ସହଯୋଗ ପାଇ ଆଗେଇବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ସୁଫଳ ମିଳିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

କନ୍ୟା: ଦିନଟି ଦୁଶ୍ଚିନ୍ତା ଭିତରେ କଟିବ। ସାଂସାରିକ ଅଶାନ୍ତି ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ବାଣିଜ୍ୟ ମାନ୍ଦା ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ-ସିଲଭର୍

ତୁଳା :ଉଚ୍ଚ ଆଶା ସଫଳ ହେବ। ମହିଳାମାନେ ସୁଖସମ୍ମାନ ପାଇବେ । ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ

ବିଛା : ବିଭିନ୍ନ ଉପାୟରେ ଆୟ ହେବ | ଚାକିରିରେ ପ୍ରଶଂସା ପାଇବେ । ରାଜନୀତିରେ ଲୋକପ୍ରିୟତା ବଢିବ। ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶୁଭ ଅଙ୍କ-୭, ଶୁଭ ରଙ୍ଗ- କଫି

ଧନୁ : ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଚାକିରିରେ ସମ୍ମାନ ବଢିବ । ରାଜନୀତିରେ ସ୍ଥିତି ସୁଦୃଢ ରହିବ । ବାଣିଜ୍ୟରେ ଲାଭାନ୍ବିତ ହେବେ । ଶୁଭ ଅଙ୍କ-୨,ଶୁର ରଙ୍ଗ- ଧଳା

ମକର : ଦିନଟି ବିଷମ ପରିସ୍ଥିତି ରହିବ । ଚାକିରିରେ ଅସହଯୋଗ ରହିବ। ମହିଳାମାନେ ଅପଯଶ ପାଇବେ । ବାଣିଜ୍ୟ ନୈରାଶ୍ୟଜନକ ରହିବ। ଶୁଭ ଅଙ୍କ- ୮, ଶୁଭ ରଙ୍ଗ – କଳା

କୁମ୍ଭ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ପରବିହନ ଓ ବାଣିଜ୍ୟରେ ସଫଳତା ପାଇବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

ମୀନ: ବହୁ ଚେଷ୍ଟା କରି ସଫଳତା ପାଇବେ। ମହିଳାମାନଙ୍କ ସ୍ବାଭିମାନ ଅକ୍ଷୁଣ୍ଣ ରହିବ । ବାଣିଜ୍ୟ ଲାଭଜନକ ରହିବ । ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ

Leave a comment