ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ (୧୧-୬-୨୦୨୧)

ମେଷ : ଦିନଟି କାର୍ଯ୍ୟ ସିଦ୍ଧି ସହ ସୁଖସମ୍ମାନ ପାଇବେ | ମହିଳାମାନେ ନୂତନ କର୍ମରେ ନିଯୁକ୍ତି ପାଇପାରନ୍ତି। ଚାକିରୀରେ ସହଯୋଗ ମିଳିବ । ବାଣିଜ୍ୟ ଲାଭଜନକ ରହିବ । ଶୁଭ ଅଙ୍କ-୩,ଶୁଭ ରଙ୍ଗ-ଗୋଲଡେନ୍

ବୃଷ: ଅପ ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ | ଚାକିରିରେ କର୍ତ୍ତବ୍ୟ ପରାୟଣ ରହିବେ । ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟରେ ଆୟବୃଦ୍ଧି ହେବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ମିଥୁନ : ଦିନଟି ଅନୁକୂଳ ଦାୟକ ରହିବ। ଚାକିରିରେ ପ୍ରଶଂସିତ ହେବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ଶୁଭଫଳ ମିଳବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲଭର୍

କର୍କଟ : ବ୍ୟୟବହୁଳତା, କାର୍ଯ୍ୟହାନି ହେବ। ଚାକିରିରେ ସମସ୍ୟା ରହିବ ପ୍ରଶାସନିକ ପ୍ରତିକୂଳସ୍ଥିତି ରହିବ। ଶିଳ୍ପ, ପରିବହନ ,ବାଣିଜ୍ୟ ମାନ୍ଦା ରହିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ଏଥିସହିତ ପଢ଼ନ୍ତୁ

ସିଂହ : ଅନେକ ଉପାୟରେ ଅର୍ଥାଗାମ ହେବ । ପ୍ରଶାସନିକ ଓ ରାଜନୀତିରେ । ପ୍ରସିଦ୍ଧି ବଢିବ । ମହିଳାମାନେ ଆଦରଣୀୟା ହେବେ । ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍

କନ୍ୟା : ଦେହଓମନ ଭଲ ରହିବ। ବନ୍ଧୁ ସହଯୋଗ ମିଳିବ । ପ୍ରଶାସନିକ ଧନସମ୍ମାନ ପାଇବେ । ଚାକିରିରେ ସ୍ଥାୟୀତ୍ବ ରହିବ I ବାଣିଜ୍ୟରେ ଉନ୍ନତି ହେବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍

ତୁଳା : ନୂତନ ଯୋଜନା କରି ସଫଳ ହେବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ । ମହିଳାମାନେ ଧର୍ମପରାୟଣା ହେବେ । ବାଣିଜ୍ୟରେ ସୁଫଳ ମିଳିବ । ଶୁଭ ଅଙ୍କ- ୬, ଶୁଭ ରଙ୍ଗ-ଧଳା

ବିଛା : କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ । ରାଜନୀତିରେ ଲୋକପ୍ରିୟତା ହ୍ରାସ ଘଟିବ | ଚାକିରିରେ ଶତ୍ରୁବୃଦ୍ଧି ହେବେ । ବାଣିଜ୍ୟରେ ହାନି ହୋଇପାରେ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍

ଧନୁ : କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ଚାକିରୀରେ ସହକର୍ମୀଙ୍କ ସହଯୋଗ ପାଇବେ । ରାଜନୀତିରେ ପ୍ରଶଂସିତ ହେବେ । ବାଣିଜ୍ୟରେ ଲାଭାନ୍ବିତ ହେବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣୀ

ମକର : ପରିଶ୍ରମର ଉପଯୁକ୍ତ ଫଳ ପାଇବେ। ମହିଳାମାନେ କର୍ମତତ୍ପର ରହିବେ । ଚାକିରିରେ ନିଷ୍ଠା ରହିବ | ବାଣିଜ୍ୟରେ ଆୟ ଦ୍ବିଗୁଣିତ ରହିବ । ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

କୁମ୍ଭ : ଦିନଟି ଚଳଚଞ୍ଚଳ ରହିବେ। ଗୁରୁଜନଙ୍କ ସହଯୋଗ ପାଇବେ । ରାଜନୀତିରେ ସଫଳତା ମିଳିବ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ

ମୀନ : ଦିନଟି କାର୍ଯ୍ୟ ବିଳମ୍ବ ଓ ଅର୍ଥାଭାବ ରହିବ। ଚାକିରିରେ ସ୍ଥାନାନ୍ତର ହୋଇପାରେ । ମହିଳାମାନେ ଅପଯଶ ପାଇବେ। ବାଣିଜ୍ୟରେ ସାମାନ୍ୟ ଫଳ ପାଇବେ | ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

Leave A Reply

Your email address will not be published.