ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ ନିର୍ମିତ କୋଭିଶିଲ୍ଡ ଟିକାକୁ ଫ୍ରାନ୍ସ ର ସ୍ୱୀକୃତି

ନୂଆଦିଲ୍ଲୀ: ଭାରତ ନିର୍ମିତ କୋଭିଶିଲ୍ଡ ଟିକାକୁ ଫ୍ରାନ୍ସ ସ୍ୱୀକୃତି ଦେଇଛି। ଏଣିକି କୋଭିଶିଲ୍ଡ ଟିକା ନେଇଥିବା ଛାତ୍ରଛାତ୍ରୀ ଏବଂ ଯାତ୍ରୀ ଏଣିକି ଫ୍ରାନ୍ସ ଯାତ୍ରା କରିପାରିବେ। କୋଭିଶିଲ୍ଡ ଟିକା ଗ୍ରହଣ କରିଥିବା ଲୋକଙ୍କ ପାଇଁ ଫ୍ରାନ୍ସ ଯାତାୟାତ ଉପରେ କୌଣସି କଟକଣା ନାହିଁ। ଫ୍ରାନ୍ସରେ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପ୍ରବେଶକୁ ରବିବାରଠାରୁ ଅନୁମତି ଦିଆଯାଇଥିବା ନେଇ ଫ୍ରାନ୍ସ ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.