ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କୋଭିଡ୍ ପଜିଟିଭ୍

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମିତ ହେବା ପରେ ଦିଲ୍ଲୀପ ଆଇସୋଲେସନରେ ରହିଛନ୍ତି। ସେ ଏ ନେଇ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି। ତାଙ୍କଠାରେ କରୋନାର ସ୍ବଳ୍ପ ଲକ୍ଷଣ ଦେଖାଦେଇଥିଲା । ଏହାପରେ ସେ ଡାକ୍ତରଙ୍କ ପରାମର୍ଶରେ ଆଇସୋଲେସନରେ ଅଛନ୍ତି । ତୃତୀୟ ଲହର ପରିପ୍ରେକ୍ଷୀରେ କୋଭିଡ୍ ନିୟମ ପାଳନ କରିବାକୁ ଟ୍ବିଟର ଯୋଗେ ଦିଲ୍ଲୀପ ରାୟ ପରାମର୍ଶ ଦେଇଛନ୍ତି । ପୂର୍ବରୁ ମଧ୍ୟ ଦିଲ୍ଲୀପ ରାୟ କୋଭିଡ୍ ପଜିଟିଭ୍ ହୋଇଥିଲେ ।

Leave A Reply

Your email address will not be published.