ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ପଶିଲା ଦୟାନଦୀର ଉଚ୍ଛୁଳା ବନ୍ୟାଜଳ

ଭୁବନେଶ୍ବର: ରାଜ୍ୟରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି । ଏବେ ବି ଅନେକ ଅଞ୍ଚଳରେ ଲୋକମାନେ ଜଳଘେରରେ ରହିଛନ୍ତି। ଏହାରି ଭିତରେ ଆଜି ରାଜଧାନୀରେ ଦୟାନଦୀର ଉଚ୍ଛୁଳା ବନ୍ୟାଜଳ ପଶିଛି। ସୁନ୍ଦରପଦା ଅଞ୍ଚଳରେ ଦୟାନଦୀରେ ବନ୍ୟାଜଳ ପଶିଛି। ବହୁତ ସଂଖ୍ଯାରେ ଲୋକେ ଜଳବନ୍ଦୀ ଘେରରେ ଥିବା ଜଣାପଡ଼ିଛି।

ସେହିପରି, ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବଘମାରି ଠାରେ ବୁଡିଛି। ଏନଏଚ ୫୭ ଉପରେ ଦେଢ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟତ ଠପ ହୋଇଛି। ଅଟ୍ରି ଉଷ୍ଣ ପ୍ରସ୍ରବଣ ଭିତରେ ୫ଫୁଟର ବନ୍ୟାଜଳ ରହିଛି।

Leave A Reply

Your email address will not be published.