ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ୱରରୁ ଭାଇଜାକକୁ ଉଡ଼ିବ ବିମାନ

ଭୁବନେଶ୍ବର: ଭୁବନେଶ୍ୱରରୁ ଭାଇଜାକକୁ ଉଡ଼ିବ ବିମାନ। ଏହା ଭାୟା ଜୟପୁର ନେଇ ଚଳାଚଳ କରିବ। ୯ ସିଟ ବିଶିଷ୍ଟ ବିମାନରେ ଯାତ୍ରା କରିବେ ଯାତ୍ରୀ । ପ୍ରାଥମିକ ପର୍ଯ୍ଯାୟରେ ବିଡିଂରେ ସାମିଲ ହୋଇଛି ଇଣ୍ଡିଆନ ଏୟାରଲାଇନ୍ସ। ଏଥିପାଇଁ ଶେଷ ପର୍ଯ୍ଯୟରେ ପ୍ରସ୍ତୁତି ପହଞ୍ଚିଥିବା କହିଛନ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ। ଡିଜିସିଏର ଲାଇସେନ୍ସକୁ ଅପେକ୍ଷା କରାଯାଇଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି । ଲାଇସେନ୍ସ ମିଳିଲେ ଖୁବ ଶୀଘ୍ର ଉଡ଼ିବ ବିମାନ ବୋଲି ବିମାନବନ୍ଦର ନିର୍ଦେଶକ କହିଛନ୍ତି।

Leave A Reply

Your email address will not be published.