bitcoin
Bitcoin (BTC) 2,297,768.95 0.45%
ethereum
Ethereum (ETH) 148,828.30 2.86%
tether
Tether (USDT) 77.47 0.05%
bnb
BNB (BNB) 24,807.69 3.43%
usd-coin
USD Coin (USDC) 77.59 0.08%
xrp
XRP (XRP) 30.90 2.23%
binance-usd
Binance USD (BUSD) 77.40 0.05%
cardano
Cardano (ADA) 38.95 2.82%
solana
Solana (SOL) 3,571.64 5.75%
polkadot
Polkadot (DOT) 751.84 2.82%

ଭୁବନେଶ୍ୱରରୁ ଭାଇଜାକକୁ ଉଡ଼ିବ ବିମାନ

ଭୁବନେଶ୍ବର: ଭୁବନେଶ୍ୱରରୁ ଭାଇଜାକକୁ ଉଡ଼ିବ ବିମାନ। ଏହା ଭାୟା ଜୟପୁର ନେଇ ଚଳାଚଳ କରିବ। ୯ ସିଟ ବିଶିଷ୍ଟ ବିମାନରେ ଯାତ୍ରା କରିବେ ଯାତ୍ରୀ । ପ୍ରାଥମିକ ପର୍ଯ୍ଯାୟରେ ବିଡିଂରେ ସାମିଲ ହୋଇଛି ଇଣ୍ଡିଆନ ଏୟାରଲାଇନ୍ସ। ଏଥିପାଇଁ ଶେଷ ପର୍ଯ୍ଯୟରେ ପ୍ରସ୍ତୁତି ପହଞ୍ଚିଥିବା କହିଛନ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦର ନିର୍ଦ୍ଦେଶକ। ଡିଜିସିଏର ଲାଇସେନ୍ସକୁ ଅପେକ୍ଷା କରାଯାଇଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି । ଲାଇସେନ୍ସ ମିଳିଲେ ଖୁବ ଶୀଘ୍ର ଉଡ଼ିବ ବିମାନ ବୋଲି ବିମାନବନ୍ଦର ନିର୍ଦେଶକ କହିଛନ୍ତି।

Leave a comment