ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମୁଦ୍ର ମଝିରେ ଫସିଲା ମତ୍ସ୍ୟଜୀବୀ ଡ଼ଙ୍ଗା: ଏୟାରଲିଫ୍ଟ ଦ୍ବାରା ଉଦ୍ଧାର ହେଲେ ସମସ୍ତ ମତ୍ସ୍ଯଜୀବୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସୁନାପୁର ସମୁଦ୍ରରୁ ମତ୍ସ୍ଯଜୀବୀଙ୍କୁ ଏୟାରଲିଫ୍ଟ କରାଯାଇଛି। ମତ୍ସଜୀବୀଙ୍କୁ ଏୟାର ଲିଫ୍ଟ କରିଛି ତଟରକ୍ଷୀ ବାହିନୀ । ସମସ୍ତ ମତ୍ସ୍ଯଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା ଯୋଗୁଁ  ଖୁବ କମ ସମୟ ମଧ୍ଯରେ ସମସ୍ତ ମତ୍ସଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କାର୍ଯ୍ଯ ଶେଷ ହୋଇଛି।

ସୂଚନା ଅନୁଯାୟୀ, ବିଶାଖାପାଟ୍ଟନମରୁ ଗଞ୍ଜାମକୁ ଆସୁଥିଲେ ୧୨ରୁ ୧୪ ଜଣ ମତ୍ସଜୀବୀ। ସୁମୁଦ୍ରରେ ଆସିଥିବା ଉଚ୍ଚ ଲହରୀ ଯୋଗୁଁ ସମୁଦ୍ର ମଝିରେ ଫସି ରହିଥିଲେ। ସମସ୍ତ ମତ୍ସ୍ଯଜୀବୀ ଗଞ୍ଜାମ ଜିଲ୍ଲା ଟିକିଟି ଅଞ୍ଚଳର ବୋଲି ଜଣାପଡ଼ିଛି।

Leave A Reply

Your email address will not be published.