ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବମ୍ଫକୁଦ ପେଟ୍ରୋଲ ପମ୍ପ୍ ପଛପଟ ଜଙ୍ଗଲରେ ଅଗ୍ନିକାଣ୍ଡ, କର୍ମଚାରୀ ଭୟଭୀତ

କଟକ: ଫୁଲନଖରା ନିକଟସ୍ଥ ବମ୍ଫକୁଦ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ପଛପଟ ଜଙ୍ଗଲରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି । ଭୟରେ ପେଟ୍ରୋଲ ପମ୍ପ ଛାଡ଼ି କର୍ମଚାରୀ ପଳାଇଛନ୍ତି। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ନିଆଁ ଲାଗିବା ପରେ ଆଖ ପାଖ ଅଞ୍ଚଳରୁ ସମସ୍ତଙ୍କୁ ଖାଲି କରାଯାଇଛି। ପେଟ୍ରୋଲ ପମ୍ପକୁ କୌଣସି କ୍ଷତି ନ ପହଞ୍ଚେ ସେଥିପାଇଁ  ବିଶେଷ ଧ୍ୟାନ ଦିଆଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡି ନାହିଁ।

 

Leave A Reply

Your email address will not be published.