ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫେବୃଆରୀ ୨୮: ଆଜିର ଇତିହାସ

୧୭୧୨- ମୋଗଲ ବାଦଶାହ ବାହାଦୂର ଶାହ ପ୍ରଥମଙ୍କ ଲାହୋରରେ ମୃତ୍ୟୁ ହୋଇଥିଲା

୧୮୩୫- କଲିକତା ମେଡିକାଲ କଲେଜର ପ୍ରତିଷ୍ଠା ହେଲା

୧୯୬୩- ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ନିଧନ

୧୯୯୭- ପାକିସ୍ତାନରେ ଭୂକମ୍ପ ଯୋଗୁଁ ୪୫ ଜଣଙ୍କ ମୃତ୍ୟୁ

୨୦୦୬-ଫିଲିପାଇନ୍ସରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିବା ମାମଲା ନ୍ୟାୟାଳୟରେ ପହଞ୍ଚିଲା

Leave A Reply

Your email address will not be published.