ପୁଅକୁ ହତ୍ଯା କରିବା ପରେ ରଶି ଲଗାଇ ଆତ୍ମହତ୍ଯା କଲା ବାପା

ନୂଆପଡ଼ା: ନୂଆପଡା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡା ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ବାପା ଟାଙ୍ଗିଆ ଚୋଟରେ ପୁଅର ମୃତ୍ଯୁ ଘଟିଥିବା ବେଳେ ରଶି ଲଗାଇ ବାପା ମଧ୍ଯ ଆତ୍ମହତ୍ଯା କରିଥିବା ଜଣାପଡ଼ିଛି। ମୃତ ବାପ-ପୁଅ ଦ୍ୱୟ ହେଲେ ନକୁଲ ରାଉତ ଓ ତାଙ୍କ ପୁଅ ଶୋଭିତ ରାଉତ।
ଏଥିସହିତ ପଢ଼ନ୍ତୁ