ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋରାପୁଟରୁ ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ, ୩ ଅଟକ

କୋରାପୁଟ : କରୋପୁଟରୁ ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍। ମଙ୍ଗଳବାର ସୁଙ୍କି ଆଉଟପୋଷ୍ଟ ନିକଟରେ ଚେକିଂ ବେଳେ ପଟାଙ୍ଗୀ ପୁଲିସ ଏକ କାରରୁ ଏହି ଜାଲ୍ ନୋଟ୍‌ ଜବତ କରିଛି। ଏନେଇ  ସୁନାବେଡା ଏସଡିପିଓ ନିରଞ୍ଜନ ବେହେରାଙ୍କ ସୂଚନା ଦେଇଛନ୍ତ।

ସୂଚନାଯୋଗ୍ୟ ମଙ୍ଗଳବାର ପଟାଙ୍ଗୀ ପୁଲିସ ସୁଙ୍କି ଆଉଟପୋଷ୍ଟ ନିକଟରେ ଚେକିଂ କରୁଥିଲେ। ଏହି ସମୟରେ ଏକ କାରକୂ ଯାଞ୍ଚ କରିବାରୁ ସେଥିରୁ ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବଦ କରାଯାଇଥିଲା। ପୁଲିସ ଜାଲ୍‌ ନୋଟ୍‌ ସହ କାର ଓ ୩ ଜଣଙ୍କୁ ଅଟକ ରଖିଛି।

Leave A Reply

Your email address will not be published.