ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ମନୋରଞ୍ଜନ

ବିଗ୍‌ ବସ୍‌-୧୭ ଟାଇଟଲ ଜିତିଲେ ମୁନାୱର,…

ମୁମ୍ବାଇ: ରିଆଲିଟି ଶୋ’ ବିଗ୍‌ ବସ୍‌ -୧୭ର ଗ୍ରାଣ୍ଡ ଫାଇନାଲ ରବିବାର ରାତିରେ ଶେଷ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ତଥା ରନର୍ସ ଅପ୍‌ ଅଭିଷେକ କୁମାରଙ୍କୁ ପଛରେ ପକାଇ ମୁନାୱର ଫାରୁକି ବିଗ୍‌ ବସ୍‌-୧୭ ବିଜେତା ହୋଇଛନ୍ତି। ୩୨ ବର୍ଷୀୟ ମୁନାୱରଙ୍କୁ ଟ୍ରଫି ସହ ନଗଦ ୫୦ ଲକ୍ଷ ଟଙ୍କା ଓ ଏକ ହ୍ୟୁଣ୍ଡାଇ କ୍ରେଟା…

ପୁଣି ଥରେ ମଞ୍ଜୁଲିକା ହେବେ ବିଦ୍ୟା

ବଲିଉଡ୍‌ ଅଭିନେତା କାର୍ତ୍ତିକ୍‌ ଆର୍ୟନ୍‌ଙ୍କ ଅଭିନୀତ ‘ଭୁଲ୍‌ ଭୁଲୈୟା-୨’ ୨୦୨୨ରେ ରିଲିଜ୍ ହୋଇଥିଲା। ସେତେବେଳେ ଏହା ବକ୍ସ ଅଫିସ୍‌ରେ ଭଲ ବିଜିନେସ୍‌ କରିଥିଲା। ଫିଲ୍ମରେ କାର୍ତ୍ତିକ୍‌ଙ୍କ ସହ କିଆରା ଆଡଭାନୀ ଓ ତବୁ କାମ କରିଥିଲେ। ଇତିମଧ୍ୟରେ ‘ଭୁଲ୍‌ଭୁଲୈୟା-୩’ ଫିଲ୍ମ ଆସିବ ବୋଲି ଘୋଷଣା କରାଯାଇଛି।…

ଗିରଫ ହେଲା ରଶ୍ମିକା ମନ୍ଧାନାଙ୍କ ଡିପ୍…

ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରିଥିବା ଯୁବକଙ୍କୁ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲର ଆଇଏଫଏସଓ (ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍) ଗିରଫ କରାଯାଇଛି। ସ୍ପେଶାଲ୍ ସେଲର ଡିସିପି ହେମନ୍ତ ତିୱାରୀ ଏହି ସୂଚନା ଦେଇଛନ୍ତି।ଜଣେ ଅଧିକାରୀ…

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ:…

ମୁମ୍ବାଇ: ସତ ହେଲା ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନ ପୂର୍ବତନ କ୍ରିକେଟର ଶୋଏବ ମଲିକଙ୍କ ଅଲଗା ହୋଇଥିବା ଚର୍ଚ୍ଚା। ପାକିସ୍ତାନ ଅଭିନେତ୍ରୀ ସାନା ଜାଭେଦଙ୍କୁ ତୃତୀୟ ବିବାହ କରିଛନ୍ତି ଶୋଏବ। ନିଜ ଇନଷ୍ଟାଗ୍ରାମରେ ବିବାହ ଫଟୋ ଶେୟାର କରିଛନ୍ତି ଶୋଏବ। ଶୋଏବଙ୍କ ନୂଆ ଜୀବନସାଥୀ ବନିଥିବା…

ନମିତା ଅଗ୍ରୱାଲଙ୍କ ଓଡ଼ିଆ ରାମ ଭଜନର…

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବ। ସମସ୍ତେ ସେହି ଦିନକୁ ଅପେକ୍ଷା କରିଛନ୍ତି।  ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଦେଶର ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତଜ୍ଞମାନେ ପ୍ରଭୁ ଶ୍ରୀରାମଙ୍କ ଉପରେ ଭଜନ, ଜଣାଣ ପ୍ରସ୍ତୁତ କରି ସାମାଜିକ…

ଫେବୃଆରୀରେ ରଶ୍ମିକା-ବିଜୟଙ୍କ ନିର୍ବନ୍ଧ!

ସାଉଥ୍‌ ଇଣ୍ଡଷ୍ଟ୍ରୀର ଏକ ଲୋକପ୍ରିୟ ଯୋଡ଼ି ହେଉଛନ୍ତି ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା। ଏହି ସେଲିବ୍ରିଟି ପ୍ରେମୀ ଯୁଗଳ ପରସ୍ପରକୁ ଅନେକ ଦିନରୁ ଡେଟ୍‌ କରୁଥିବା ଚର୍ଚ୍ଚା ହେଉଛି। କିନ୍ତୁ ଏଯାବତ୍‌ ସେମାନେ ସେମାନଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲି କିଛି କହିନାହାନ୍ତି। କିଛିଦିନ ପୂର୍ବରୁ ଉଭୟ…

ସଙ୍ଗୀତ ସମ୍ରାଟ ଉସ୍ତାଦ ରଶିଦ ଖାନଙ୍କ…

କୋଲକାତା : ଶାସ୍ତ୍ରୀୟ ଗାୟକ ଉସ୍ତାଦ୍ ରଶିଦ ଖାନ ଆଉ ନାହାଁନ୍ତି। ଆଜି କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ସେ ଦିର୍ଘଦିନ ହେବ କ୍ୟାନସରରେ ପୀଡ଼ିତ ଥିଲେ।ଗତ ଡିସେମ୍ବର ୨୩ରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ…

ଖୁବ୍‌ ଶୀଘ୍ର ଲଭବାର୍ଡ ରଶ୍ମିକା ମନ୍ଦାନା…

ମୁମ୍ବାଇ: ସାଉଥ ଫିଲ୍ମରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟର ଦକ୍ଷତା ଦେଖାଇ ସାରିଥିବା ରଶ୍ମିକା ମନ୍ଦାନା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏବା ଚର୍ଚ୍ଚାକୁ ଆସିଛନ୍ତି। ଖୁବଶୀଘ୍ର ନିର୍ବନ୍ଧ କରିବାକୁ ଯାଉଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କର ପ୍ରେମ…

ସଲମାନ ଖାନଙ୍କ ସୁରକ୍ଷାରେ ତ୍ରୁଟି, ନକଲି…

ମୁମ୍ବାଇ : ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ସୁରକ୍ଷାରେ ତ୍ରୁଟି ସାମ୍ନାକୁ ଆସିଛି। ବାରମ୍ବାର ସଲମାନଙ୍କୁ ହତ୍ୟା ଧମକ ଆସିବା ମଧ୍ୟରେ ଦୁଇଜଣ ଅଜ୍ଞାତ ଯୁବକ ଅଭିନେତାଙ୍କ ଫାର୍ମ ହାଉସରେ ପ୍ରବେଶ କରିଥିଲେ। ସଲମାନ ଖାନଙ୍କ ପାନଭେଲ ଫାର୍ମହାଉସରେ ଏହି ଘଟଣା ଘଟିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଉଭୟ…

୨୦୨୫ରେ ‘ସାଲାର୍-୨’

ସାଉଥ ସୁପରଷ୍ଟାର୍‌ ପ୍ରଭାସ ଏବେ ତାଙ୍କ ଫିଲ୍ମ ‘ସାଲାର’ ପାଇଁ ଚର୍ଚ୍ଚାରେ ଅଛନ୍ତି। ପ୍ରଭାସଙ୍କ ଆକ୍ସନ୍‌ ଅବତାର ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହି ଫିଲ୍ମ ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟର୍ ସାବ୍ୟସ୍ତ ହେବା ପରେ ଏବେ ସମସ୍ତେ ଏହାର ଦ୍ବିତୀୟ ଭାଗକୁ ଅପେକ୍ଷା କରିଛନ୍ତି। ଇତିମଧ୍ୟରେ ଏହାର ଦ୍ବିତୀୟ…