ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ସାମିଲ ହେଲେ ପୂଜାରା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଟେଷ୍ଟ ସିରିଜକୁ ଚେତେଶ୍ୱର ପୂଜାରା ପୁଣି ଥରେ ଫେରିଛନ୍ତି । ଏହି ଟିମରେ ରୋହିତ ଶର୍ମା କ୍ୟାପଟେନ ଭାବେ ଦାୟିତ୍ୱ ନିଭାଇବାକୁ ରହିଥିବା ବେଳେ କେଏଲ ରାହୁଲ ରହିଛନ୍ତି ଉପ ଅଧିନାୟକ । ସେହିପରି ଶୁଭମନ୍ ଗିଲ, ଭିରାଟ କୋହଲି, ଶ୍ରେୟାସ ଆୟର, ହନିମାନ ବିହାରୀ, ଚେତେଶ୍ୱର ପୂଜାରା , ରିଷଭ ପନ୍ଥ ମଧ୍ୟ ରହିଛନ୍ତି । ଅନ୍ୟପଟେ ଦଳରେ କେଏସ ଭାରତ, ଜାଡେଜା, ଆର ଅଶ୍ବିନୀ, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସାମୀ, ବୁମରା, ସିରାଜ, ଉମେଶ ଯାଦବ ଏବଂ ରିଷିଦ୍ଧ କ୍ରିଷ୍ଣାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳିବା ପାଇଁ ଚୟନ କରିଛି ବିସିସିଆଇ ।

Leave A Reply

Your email address will not be published.