ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଡମ୍ବାରେ ପୁଣି ଗୁଳିବିଦ୍ଧ ମୃତ ଦନ୍ତା ହାତୀ ଠାବ

କଟକ: ବଡମ୍ବା ରେଞ୍ଜ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତା ହାତୀ ଠାବ ହୋଇଛି। ଏ ନେଇ ବଡମ୍ବା ରେଞ୍ଜର ସୁବ୍ରତ କୁମାର ବେହେରା ସୂଚନା ଦେଇଛନ୍ତି। ହାତୀର ଦୁଇଟି ଦାନ୍ତ ନଥିବା ସୂଚନା ଦେଇଛନ୍ତି ରେଞ୍ଜର। ଆଜି ବଡମ୍ବା ପ୍ରାଣୀଧନ ଚିକିତ୍ସା ଅଧିକାରୀ,ଡିଏଫଓ,ଏସିଏଫ ଓ ରେଞ୍ଜର ଙ୍କର ଉପସ୍ଥିତରେ ଶବ ବ୍ୟବଚ୍ଛେଦ ହୋଇଛି। ଦାନ୍ତ ପାଇଁ ଶିକାର କରାଯାଇଥିବା ଅନୁମାନ କରାଯାଉଛି। ହେଲେ ବାରମ୍ବାର ହାତୀମୃତ୍ଯୁ ଚିନ୍ତାର କାରଣ ପାଲଟିଛି।

Leave A Reply

Your email address will not be published.