ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୋର୍ଦ୍ଧାରେ ହାତୀ ଆତଙ୍କ

ଖୋର୍ଦ୍ଧା : ଏକ ଦନ୍ତା ହାତୀ ଗତ ରାତିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଏଇଭିଏମ ଗୋଦାମ ଗୃହ ନିକଟରେ ପାଚେରୀ ଭାଙ୍ଗି ଦେଇଛି। ରାତିସାରା ହାତୀ ଆତଙ୍କ ସୃଷ୍ଟି କରିଥିଲା। ନିକଟରେ ଥିବା ଜାନକୀ ବଲ୍ଲଭ ପାର୍କ ପାଚେରୀ ମଧ୍ୟ ଭାଙ୍ଗୁଛି। ହାତୀ ରାତିସାରା ସହର ମଧ୍ୟରେ ପଶି ଆତଙ୍କ ସୃଷ୍ଟି କରୁଥିବା ବେଳେ ବନବିଭାଗ କାହାର ଦେଖାମିଳିନୀ ।

Leave A Reply

Your email address will not be published.