ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜେଲରେ କରୋନା ଆତଙ୍କ, ପଦ୍ମପୁର ସବ୍-ଜେଲରେ ୮୩ ଜଣ କଏଦୀ କରୋନା ପଜିିଟିଭ୍

ବରଗଡ଼: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜେଲରୁ କଏଦୀ କରୋନା ସଂକ୍ରମିତ ହେଉଛନ୍ତି। ବରଗଡ଼ ଜିଲ୍ଲା ପଦ୍ମପୁର ସବ୍-ଜେଲରେ ୮୩ ଜଣ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ପଦ୍ମପୁର ଏସଡିଏମଓ ସୂଚନା ଦେଇଛନ୍ତି। ସଂକ୍ରମିତଙ୍କୁ ଆଇସୋଲେସନ୍ ଓ୍ୱାର୍ଡରେ ରଖି ଚିକିତ୍ସା କରାଯାଉଛି । ଆବଶ୍ୟକ ପଡ଼ିଲେ ହସ୍ପିଟାଲ ସ୍ଥାନାନ୍ତର କରାଯିବ । ମୋଟ୍ ୧୨୮ କଏଦୀଙ୍କପ ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.