ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ସମୀକ୍ଷା ଓ ସଂପାଦକୀୟ

ଶିକ୍ଷା ବ୍ୟବସ୍ଥା ଓ ନିଯୁକ୍ତି ସମସ୍ୟା

ଗତ ମାର୍ଚ୍ଚ ମାସରେ ଆନ୍ତର୍ଜାତିକ ଶ୍ରମିକ ସଂଗଠନ(ଆଇଏଲଓ) ପକ୍ଷରୁ ବେକାରି ହାର ସମ୍ପର୍କରେ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା ସେଥିରେ ଭାରତ ସମ୍ପର୍କରେ ଏକ ଉଦ୍‌‌ବେଗଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ସର୍ଭେ ରିପୋର୍ଟ ଦର୍ଶାଇଛି ଯେ ଦେଶରେ ଦିନକୁ ଦିନ ବେକାରି ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏହା…

ନିର୍ବାଚନ ଆୟୋଗଙ୍କ ଆଦେଶ ସର୍ବମାନ୍ୟ

ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ସାମ୍ବିଧାନିକ ଦାୟିତ୍ୱ ନିର୍ବାଚନ ଆୟୋଗଙ୍କର। ଏଥିରେ ଅନ୍ୟ କାହାର ଦଖଲ ଦେବାର ଅଧିକାର ନାହିଁ। ଏପରିକି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଭଳି ସାମ୍ବିଧାନିକ ପଦାଧିକାରୀ ମଧ୍ୟ ନିର୍ବାଚନ ପ୍ରକ୍ରିୟାରେ…

ଐତିହ୍ୟ ବିଚାର

ଗୋଟିଏ ଜାତି / ସମାଜ କେତେ ପରିମାଣରେ ସମୃଦ୍ଧ, କୁଶଳୀ, ଜ୍ଞାନୀ ଓ ଚତୁର, ତାହା ସେ ଜାତିର ଇତିହାସ ପୃଷ୍ଠାରୁ ସମ୍ପୂର୍ଣ୍ଣ ଜାଣିହୁଏନା। ଐତିହ୍ୟ, ସଂସ୍କୃତି, ପରମ୍ପରାର ଛାପ ସେ ଜାତିର ଉତ୍ତରାଧିକାର ସୂତ୍ରରେ ଚଳି ଆସୁଥିବା ପ୍ରଥା, ପ୍ରଥା ସହିତ ଗଢ଼ି ଉଠିଥିବା ମନ୍ଦିର, ସୌଧ, ଅଟ୍ଟାଳିକା,…

ନୀଳ ଅଙ୍ଗାର

ଯେତେବେଳେ ଆମେ ଅଙ୍ଗାର କଥା ଚିନ୍ତା କରୁ ଆମ ମାନସ ଚକ୍ଷୁରେ ଉଭା ହୁଏ ଅତ୍ୟନ୍ତ କଳାରଙ୍ଗର ଏକ ପଦାର୍ଥ। ତେବେ ପ୍ରକୃତି କ୍ଷେତ୍ରରେ ଏହା ରହିଛି ବହୁ ରୂପ ଏବଂ ରଙ୍ଗରେ। ସେଗୁଡ଼ିକୁ ‘ଏଲୋଟ୍ରୋପସ୍‌‌’ ବୋଲି କୁହାଯାଏ। ଉଦାହରଣ ସ୍ୱରୂପ ଦୀପ ଶିଖାରୁ ଓ ପୋଡ଼ାକାଠରୁ ଉତ୍ପନ୍ନ ମସୃଣ ଅଙ୍ଗାର ସମ୍ପୂର୍ଣ୍ଣ…

ସୁପ୍ରିମକୋର୍ଟରେ ପୁରୁଣା ଭୋଟବାକ୍ସ…

ଭୋଟ କାଗଜ(ବାଲଟ ପେପର) ବ୍ୟବସ୍ଥାର ନିର୍ବାଚନରେ ବୁଥ୍‌‌ ଜବରଦଖଲ, ସଂଗଠିତ ରିଗିଂ ଏବଂ ଭୋଟିଂ ଜାଲିଆତିକୁ ରୋକିବା ପାଇଁ ୧୯୭୦ ଦଶକରେ ଇଲେକ୍‌‌ଟ୍ରୋନିକ୍ସ ଭୋଟିଂ ମେସିନ ବା ଇଭିଏମ୍‌‌ ଭାରତରେ ତିଆରି ହୋଇ ୧୯୮୨ରେ କେରଳ ବିଧାନସଭାର ପରବୁର ଆସନର ୧୨୩ ରୁ ୫୦ ବୁଥ୍‌‌ରେ ଏହାର ପରୀକ୍ଷାମୂଳକ ବ୍ୟବହାର…

ନମାମି ରଘୂତ୍ତମମ୍‌‌

ରାମଙ୍କ ସର୍ବମୟତାର ପ୍ରମାଣ ବହୁଶାସ୍ତ୍ର-ପୁରାଣାଦିରେ ଉପଲବ୍ଧ ହୁଏ। ରାମରହସ୍ୟୋପନିଷତ୍‌‌(୧/୬)ମତରେ- ‘ରାମ ଏବ ପରଂବ୍ରହ୍ମ ରାମ ଏବ ପରଂ ତପଃ। ରାମ ଏବ ପରଂ ତତ୍ତ୍ୱଂ ଶ୍ରୀରାମୋ ବ୍ରହ୍ମତାରକମ୍‌‌।’ ଅର୍ଥାତ୍‌‌ ରାମ ହିଁ ସାକ୍ଷାତ୍‌‌ ପରଂବ୍ରହ୍ମ। ସେ ହିଁ ପରମ ତପଃ ଓ ତପସ୍ୱିଶ୍ରେଷ୍ଠ। ସେ ମଧ୍ୟ ପରମ…

ନିର୍ବାଚନୀ ରାଜନୀତିରେ ବିଜୁବାବୁଙ୍କ ୫୧…

‘ସ୍ପିଙ୍ଗ୍‌‌ସ ଯେପରି ଧ୍ୱଂସର ଶଯ୍ୟା ଭିତରୁ ଉଠି ପୁଣି ଆକାଶକୁ ଲମ୍ଫ ପ୍ରଦାନ କରେ, ବିଜୁ ବାବୁ ସେହିପରି ପରାଜୟର ଧୂଳିଶଯ୍ୟାରୁ ନୂଆ ଜନ୍ମ ଲାଭ କରି ଉତ୍‌‌ଥାନର ଚୂଡ଼ା ଆଡ଼କୁ ମାଡ଼ି ଚାଲନ୍ତି।’ ବିଜୁ ପଟ୍ଟନାୟକଙ୍କୁ ଗ୍ରୀକ୍‌‌ ଉପକଥାର ସ୍ପିଙ୍ଗ୍‌‌ସ ସହିତ ତୁଳନା କରି ଏକଦା ଏହି ବକ୍ତବ୍ୟ ରଖିଥିଲେ…

କାଠଗଡ଼ାରେ ଡୋନାଲ୍ଡ ଟ୍ରମ୍ପ

ଗଣତନ୍ତ୍ରରେ ବେଳେବେଳେ ଚମତ୍କାରିତା ଦେଖିବାକୁ ମିଳେ। ଆଇନର ଶାସନ ଆଗରେ ସମସ୍ତେ କିପରି ସମାନ ତାହାର ଉଦାହରଣ ବ୍ୟବସ୍ଥାଗତ ଭାବେ ପ୍ରତିପାଦିତ ହୁଏ। ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌‌ ଗଣତାନ୍ତ୍ରିକ ତଥା ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ସେଭଳି ଏକ ଘଟଣା ଘଟିଛି, ଯାହା ଏକ ଇତିହାସ…

ସାଧାରଣ ନିର୍ବାଚନ ଓ ସାମାଜିକ ଗଣମାଧ୍ୟମ

ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ସମ୍ପ୍ରତି ନିର୍ବାଚନ ପ୍ରଚାର ଓ ନିର୍ବାଚନୀ ଖବର ପ୍ରସାରଣର ମୁଖ୍ୟ ଅଙ୍ଗ ପାଲଟିଯାଇଛି। ଦେଶରେ ସ୍ମାର୍ଟ ଫୋନ୍‌‌ର ବ୍ୟାବହାରିକ ଚାହିଦା ବୃଦ୍ଧି ସାମାଜିକ ଗଣମାଧ୍ୟମର ପ୍ରାଧାନ୍ୟକୁ ଆହୁରି ବୃଦ୍ଧି କରିଛି। ଯୁବବର୍ଗରୁ ଆରମ୍ଭ କରି ଶିଶୁ, କିଶୋର ଓ ବୟସ୍କ ବର୍ଗ…

‘ହାତରେ ଆଉ ମାତ୍ର ଛଅଶହ ବର୍ଷ’

ବିଶ୍ୱତାପନର ପ୍ରଭାବ ଆମକୁ କେତେଦୂର ଅସ୍ତବ୍ୟସ୍ତ କରିପାରେ, ତାହା ରାଜ୍ୟବାସୀ ୫ ଏପ୍ରିଲ ୨୦୨୪କୁ ମନେ ପକାଇଲେ ହୃଦୟଙ୍ଗମ କରିପାରିବେ। ସେଦିନ ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡ଼ିଶାର ୨୫ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ସେଲ୍‌ଫସିୟସ ରହିଥିବା ବେଳେ ଭୁବନେଶ୍ୱରରେ ଏହା ୪୩.୫ ଡିଗ୍ରୀକୁ ଛୁଇଁଥିଲା।…