ଗାଧୋଇବା ବେଳେ ପାଣିରେ ବୁଡି ଭାଇଭଉଣୀଙ୍କ ମୃତ୍ଯୁ

ଫୁଲବାଣୀ: ଟିକାବାଲି ଥାନା ଛତିଝର ଗାଁରେ ରବିବାର ଅଭାବନୀୟ ଘଟଣା ଘଟିଯାଇଛି। ସାଲୁଙ୍କୀ ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଭାଇଭଉଣୀଙ୍କ ମୃତ୍ଯୁ ଘଟିଛି। ଭାଇର ବୟସ ୫ ବର୍ଷ ହୋଇଥିବା ବେଳେ ଭଉଣୀର ବୟସ ୪ ବର୍ଷ ବୋଲି ଜଣାପଡ଼ିଛି। ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଟିକାବାଲି ମେଡିକାଲ ଡାକ୍ତର। ପୁଲିସ ଏକ ମାମଲା ରୁଜୁ କରି ଫୁଲବାଣୀ ମୁଖ୍ଯ ଡାକ୍ତରଖାନାକୁ ଶବ ବ୍ଯବଚ୍ଛେ ପାଇଁ ପଠାଇଛି।
ଅଧିକ ପଢନ୍ତୁ
ସୂଚନା ଅନୁଯାୟୀ, ଟିକାବାଲି ଛତିଝର ଗାଁର ଯୁଧିଷ୍ଠର ଦେହୁରୀଙ୍କ ପୁଅ-ଝିଅ
ଏଥିସହିତ ପଢ଼ନ୍ତୁ