ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭେଣ୍ଡି ଖାଇବା ପରେ ଖାଆନ୍ତୁନି ଏହିସବୁ ଖାଦ୍ୟ

ଭିଟାମିନ୍‌, କ୍ୟାଲ୍‌ସିୟମ୍‌, ଫସ୍‌ଫରସ୍‌ ଓ ଅନ୍ୟ ପୋଷକତତ୍ତ୍ବରେ ଭରପୂର ଭେଣ୍ଡି, ସ୍ବାସ୍ଥ୍ୟ ପାଇଁ ବେଶ୍‌ ହିତକାରକ। ଏମିତି କିଛି ଖାଦ୍ୟ ଅଛି, ଯାହାକୁ ଭେଣ୍ଡି ଖାଇବା ପରେ ଖାଇବା ଉଚିତ ନୁହେଁ। ନଚେତ୍‌ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ସେହିସବୁ ଖାଦ୍ୟ ହେଉଛି –

  • ଭେଣ୍ଡି ସହିତ କିମ୍ବା ଭେଣ୍ଡି ଖାଇବା ପରେ କଲରା ଖାଇବା ଅନୁଚିତ। ଏଭଳି କରିବା ଦ୍ବାରା ପେଟରେ ଗ୍ୟାସ୍‌ ସମସ୍ୟା ସୃଷ୍ଟି ହୁଏ।
  • ଭେଣ୍ଡି ଓ ମୂଳାକୁ ଏକାସାଙ୍ଗରେ ଖାଆନ୍ତୁ ନାହିଁ। ଏହାଦ୍ବାରା ତ୍ବଚାଜନିତ ଅନେକ ରୋଗ ଦେଖାଦେଇଥାଏ।
  • ଭେଣ୍ଡି ସହିତ ଆଳୁ ଖାଇବା ଦ୍ବାରା କୋଲେଷ୍ଟ୍ରଲ୍‌ ସ୍ତର୍ ବଢ଼ିଯାଏ, ଯାହା ହୃଦ୍‌ରୋଗର ଆଶଙ୍କାକୁ ବଢ଼ାଇଦିଏ।
  • ଭେଣ୍ଡି ସହିତ କାକୁଡ଼ି ଖାଇବା ଦ୍ବାରା ପେଟ ଓ ତ୍ବଚାଜନିତ ରୋଗ ଦେଖାଯାଏ।
Leave A Reply

Your email address will not be published.