ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖାଉଟିଙ୍କୁ ଡ଼ବଲ ଝଟକା: ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପରେ ୫୦ ଟଙ୍କା ବଢିଲା ରନ୍ଧନ ଗ୍ଯାସ

ନୂଆଦିଲ୍ଲୀ: ମଙ୍ଗଳବାର ସକାଳୁ ସାଧାରଣ ଲୋକଙ୍କ ଉପରେ ବୋଝ ବଢିଯାଇଛି। ସରକାରଙ୍କ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୮୦ ପଇସା ବୃଦ୍ଧି ପାଇବା ପରେ ଏଲପିଜି ବା ରନ୍ଧନ ଗ୍ଯାସର ମୂଲ୍ୟ ମଧ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି। ଅର୍ଥାତ୍ ୧୪.୨ କିଲୋଗ୍ରାମ ସିଲିଣ୍ଡର ପାଇଁ ଏଣିକି ୯୪୯.୫୦ ଟଙ୍କା ଦିଲ୍ଲୀରେ ଦେବାକୁ ପଡିବ। ଏ ନେଇ ଏକ ନ୍ୟୁଜ୍ ଏଜେନ୍ସି  ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଶେଷ ଥର ପାଇଁ ୬  ଅକ୍ଟୋବରରେଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା।  ଆସନ୍ତୁ ଜାଣିବା ବର୍ତ୍ତମାନ ଅନ୍ୟ ସହରରେ ଏକ ସିଲିଣ୍ଡର ପାଇଁ କେତେ ଦେବାକୁ ପଡିବ …

ସହର        ପୂର୍ବରୁ           ବର୍ତ୍ତମାନ

୧- ଦିଲ୍ଲୀ         ୮୯୯.୫୦       ୯୪୯.୫୦

୨- ମୁମ୍ବଇ       ୮୯୯.୫୦        ୯୪୯.୫୦

୩-ଲକ୍ଷ୍ନୌ       ୯୩୭.୫୦      ୯୮୭.୫୦

୪-କୋଲକାତା  ୯୨୬.୦୦      ୯୭୬.୦୦

୫-ଚଣ୍ଡିଗଡ଼      ୯୦୯.୦୦      ୯୫୯.୦୦

୬- ପାଟନା      ୯୮୯.୫୦      ୧୦୩୯.୫୦

୬- ଶିମଲା       ୯୪୫.୦୦     ୯୯୫.୦୦

୭- ଡେରାଡୁନ    ୯୧୮.୦୦    ୯୬୮.୦୦

Leave A Reply

Your email address will not be published.