ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସବସିଡି କରାଇଦେବା ପାଇଁ ନେଉଥିଲେ ଲାଞ୍ଚ: ଗିରଫ ହେଲେ DIC ଅଫିସର ସୁପର ଭାଇଜର

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ DIC ଅଫିସରେ କାର୍ଯ୍ଯରତ ସୁପରଭାଇଜର ନାରାୟଣ ପଟ୍ଟନାୟକ । ଖଦି ଓ ଗ୍ରାମ ଉଦ୍ୟୋଗ ବିଭାଗର ସୁପରଭାଇଜର ସେ ଭାବେ କାର୍ଯ୍ଯରତ । ସବସିଡି ଟଙ୍କା କରାଇ ଦେବା ପାଇଁ ୧୫ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ସୁପରଭାଇଜର ନାରାୟଣ । ରତ୍ନାକର ସାହୁଙ୍କଠାରୁ ଅର୍ଥ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ନାରାୟଣ ପଟ୍ଟନାୟକ । ସମସ୍ତ ଟଙ୍କାକୁ ସିଜ୍ କରାଯାଇଥିବାବେଳେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.