ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତା ସପ୍ତାହରୁ ବାବା ଧବଳେଶ୍ଵରଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଆଠଗଡ଼: ଆସନ୍ତା ସପ୍ତାହରୁ ସାଧାରଣଲୋକେ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବେ। ଡଙ୍ଗା ଯୋଗେ ସପ୍ତାହରେ ଚାରିଦିନ ସର୍ବସାଧାରଣ ଦର୍ଶନ ପାଇଁ  ଅନୁମତି ଦିଆଯିବ ବୋଲି ଜଣାପଡ଼ିଛି। ଧବଳେଶ୍ଵର ପୀଠରେ ପୂଜକ ସମିତିସହ ପ୍ରଶାସନର ଆଲୋଚନା ପରେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ଏ ନେଇ ସ୍ବାଇଁ ସୂଚନା ଦେଇଛନ୍ତି। ଝୁଲାପୋଲର ମରାମତି ପାଇଁ ସମ୍ପୂର୍ଣ୍ଣଭାବେ ଶ୍ରଦ୍ଧାଳୁଙ୍କ ପାଇଁ  ସାଧାରଣ ଦର୍ଶନ ବନ୍ଦ ରହିଛି।

Leave A Reply

Your email address will not be published.