କିସାନ ସମାବେସରେ ଯୋଗଦେଲେ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ

ଝାରସୁଗୁଡ଼ା: ଲାଇକେରା ବ୍ଲକ ଭାତଲଇଡାରେ ୫୫୦କିସାନ ସମାବେସରେ ସ୍ୱର୍ଗତ ନବଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଲ ଦାସ ଯୋଗଦେଇଛନ୍ତି । ନବ ଦାସଙ୍କ ପୁତୁରା ମଧ୍ୟ କାର୍ଯ୍ଯକ୍ରମରେ ଯୋଗଦେଇଥିଲେ। କିସାନ ସମାଜ ସହିତ ସବୁବେଳେ ଅଛୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଦୀପାଳି।

ବାପା ଯେପରି ସବୁବେଳେ କିସାନ ସମାଜର ଉନ୍ନତି ପାଇଁ କାମ କରୁଥିଲେ ସେହିପରି ତାଙ୍କ ପରିବାର ମଧ୍ୟ କିସାନ ସମାଜ ସହ ଅଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପଟେ କିସାନ ସମଜ ପକ୍ଷରୁ ବିଶାଲ ଓ ଦୀପାଳିଙ୍କ ପ୍ରତି ପୂର୍ଣ୍ଣ ସମର୍ଥନ ରହିଛି ବୋଲି କିସାନ ସମାଜ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି କ୍ଷ

Leave a comment