ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୦୨- ୧୨ -୨୦୨୧ )

ମେଷ: ବନ୍ଧୁ ସହଯୋଗ ପାଇଁ ଆଗେଇବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ମହିଳାମାନେ ସୁଖୀ ହେବେ । ଶିଳ୍ପ ଓ ବାଣିଜ୍ୟ ଉତ୍ସାହଜନକ ରହିବ | ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ । ଶୁଭ ଅଙ୍କ –୩, ଶୁଭ ରଙ୍ଗ – କ୍ରିମ୍

ବୃଷ: ଦୁଃସାହସିକ ଭିତ୍ତିରେ କାର୍ଯ୍ୟ ସମ୍ପନ୍ନ କରିବେ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ରାଜନୀତିରେ ବିରୋଧ ପ୍ରଶମିତ ହେବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ଦୃଢ଼ମନା ହେବେ ।

ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ମିଥୁନ: କର୍ମକ୍ଷେତ୍ର ମନ୍ଥର ରହିବ। ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତାରେ ରହିବେ । ଚାକିରିରେ ସହକର୍ମୀଙ୍କ ସହ ମନାନ୍ତର ହୋଇପାରେ। ବାଣିଜ୍ୟରେ ବିଶେଷ ଲାଭ ହେବ ନାହିଁ । ଶିକ୍ଷାର୍ଥୀ ଅଧୈର୍ଯ୍ୟ ରହିବେ।

ଏଥିସହିତ ପଢ଼ନ୍ତୁ

ଶୁଭ ଅଙ୍କ – ୩, ଶୁଭ ରସ୍ – କ୍ରିମ୍

କର୍କଟ: ହଠାତ୍ ଦୂରଯାତ୍ରା କରିପାରନ୍ତି। ଅତିଥିଙ୍କ ଆଗମନ ହୋଇପାରେ । ଚାକିରିରେ ଚଳଚଞ୍ଚଳ ରହିବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ପ୍ରସାର ହେବ । ଶିକ୍ଷାର୍ଥୀ ସୁଫଳ ପାଇବେ ।

ଶୁଭ ଅଙ୍କ –୯, ଶୁଭ ରଙ୍ଗ – ଲାଲ୍

ସିଂହ: କୌଣସି ମହତ କାର୍ଯ୍ୟ ତୁଳାଇ ଆଶ୍ବସ୍ତ ହେବେ । ଚାକିରିରେ ଉଚ୍ଚ ସମ୍ମାନପାଇବେ। ପ୍ରଶାସନିକ ପ୍ରଭାବଶାଳୀ ରହିବେ । ଶିଳ୍ପ ଓ ବାଣିଜ୍ୟରେ ଉନ୍ନତି ହେବ।ଶିକ୍ଷାର୍ଥୀ ନୂତନ ଦିଗ୍‌ଦର୍ଶନ ପାଇବେ ।

ଶୁଭ ଅଙ୍କ –୨, ଶୁଭ ରଙ୍ଗ – ସିଲ୍‌ଭର୍‌

କନ୍ୟା: ଦିନଟି ଆବଦ୍ଧଯୋଗ ରହିଛି। ଚାକିରିରେ ବ୍ୟସ୍ତତା ଭିତରେ କଟିବ। ରାଜନୀତିରେ ସମସ୍ୟା ଦେଖାଦେବ । ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ –୫, ଶୁଭ ରଙ୍ଗ – ସବୁଜ

ତୁଳା: କର୍ମକ୍ଷେତ୍ରରେ ସହଯୋଗ ପାଇବେ। ଚାକିରିରେ ପ୍ରଶଂସିତ ହେବେ। ମହିଳାମାନେ ହଷୋଲ୍ଲାସରେ ରହିବେ। ବାଣିଜ୍ୟରେ ସନ୍ତୋଷ ଜନକ ଫଳ ମିଳିବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୮, ଶୁଭ ରଙ୍ଗ – କଳା

ବିଛା: ପରିଶ୍ରମ ମୁତାବକ ଫଳ ମିଳିବ। ଚାକିରିରେ ସହଯୋଗ ପାଇବେ। ରାଜନୀତିରେ ଦୂରଯାତ୍ରା ହୋଇପାରେ। ବାଣିଜ୍ୟରେ ସ୍ଵଳ୍ପଲାଭ ମିଳିବା ଶିକ୍ଷଶର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ –୧, ଶୁଭ ରଙ୍ଗ – ପିକ୍

ଧନୁ: ସ୍ବପ୍ନ ସାକାର ହେବ । ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ | ମହିଳାମାନେ ଉଚ୍ଚାଭିଳାଷୀ ହେବେ ପରିବହନ ଓ ବାଣିଜ୍ୟରେ ଆୟବୃଦ୍ଧି ହେବ । ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ –୨, ଶୁଭ ରଙ୍ଗ – ସିଲ୍‌ଭର୍

ମକର: କାର୍ଯ୍ୟସିଦ୍ଧି ସହ ଧନ ସମ୍ମାନ ପ୍ରାପ୍ତି ହେବ | ରାଜନୀତିରେ ପ୍ରଭାବଶାଳୀ ରହିବେ । ଚାକିରିରେ ନିଷ୍ଠାପର ରହିବେ। ବାଣିଜ୍ୟରେ ଉତ୍ତମ ଫଳ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୪, ଶୁଭ ରଙ୍ଗ – ମେଟାଲିକ୍ –

କୁମ୍ଭ: କର୍ମକ୍ଷେତ୍ରରେ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ଚାକିରିରେ ଅବହେଳା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ I ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷାର୍ଥୀ ଆଳସ୍ୟ ହେବେ।

ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ମୀନ: କର୍ମକ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି। ସାଂସାରିକ ଅଶାନ୍ତ ରହିବ। ଚାକିରିରେ ଅସହଯୋଗ ରହିବ। ଶିଳ୍ପ ଓ ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ଗୁରୁଜନଙ୍କର ଅପ୍ରିୟ ହେବେ । ଶୁଭ ଅଙ୍କ –୭, ଶୁଭ ରଙ୍ଗ – କଫି

Leave A Reply

Your email address will not be published.