ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜ୍ରାଘାତରେ ମନ୍ଦିର ପୂଜକଙ୍କ ମୃତ୍ୟୁ

କେନ୍ଦ୍ରାପଡା : ମୃତ୍ୟୁ ଏମିତି ବି ଆସେ,ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ସିଙ୍ଗିରି ଗ୍ରାମ ପଞ୍ଚାୟତରେ ଏକ ଦୁଃଖଦ ଘଟଣା ଘଟିଯାଇଛି l ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ୧୨ଟା ସମୟରେ ପାଖରେ ଥିବା ମୁକ୍ତେଶ୍ଵର ମନ୍ଦିରରେ ବୈକୁଣ୍ଠନାଥ ସତପଥୀ ନାମକ ପୂଜକ ମନ୍ଦିରର ନୀତିକାନ୍ତି କରୁଥିବା ସମୟରେ ହଠାତ୍ ବଜ୍ରାଘାତରେ ଚେତା ଶୂନ୍ୟ ହେଇଯାଇ ଥିଲେ l ଏହା ପରେ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗ୍ରାମର ଲୋକ ନେଇ ଆସିଥିଲେ l ହେଲେ ସେଠାରେ ଡାକ୍ତର ବୈକୁଣ୍ଠନାଥ ସତପଥୀଙ୍କୁ ମୃତ ଘୋଷଣା କରି ଥିଲେ l

Leave A Reply

Your email address will not be published.