ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାରହା ଶିକାର ପାଇଁ ବସା ଯାଇଥିବା ଫାଶରେ ପଡି ଗାଈ ଚରାଳିଙ୍କ ମୃତ୍ୟୁ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଖର୍ଲିକାନୀର ମିର୍ଧାପଡ଼ା କରଲାବାହଲି ଜଙ୍ଗଲରେ ରବିବାର ଅଘଟଣ ଘଟିଛି । ଗାଈ ଚରାଇବାକୁ ଯାଇଥିବା ବେଳେ ବାରହା ଶିକାର ପାଇଁ ବସା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଈ ଚରାଳିଙ୍କ ମୃତ୍ୟୁ ଘଟିଛି ।  ମୃତକ ଜଣଙ୍କ ହେଲେ ଖର୍ଲିକାନୀ ଗାଁର ଶେଷ କୁଆଚି ।

Leave A Reply

Your email address will not be published.