ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ବର ବାଲିଯାତ୍ରା ପଡିଆରୁ ମିଳିଲା ପୋତାହୋଇଥିବା ମୃତଦେହ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଜରିପାଟଣା ବାଲିଯାତ୍ରା ପଡିଆରେ ଏକ ଅଧାପୋତା ମୃତଦେହ ଦେଖିବାକୁ ମିଳିଛି। ବାଲିରେ ସମ୍ପୂର୍ଣ୍ଣ ଶରୀର ପୋତି ହୋଇ ରହିଥିବା ବେଳେ ବାଲି ଉପରକୁ କେବଳ ହାତ ଓ ମୁଣ୍ଡର କିଛି ଅଂଶ ଦେଖାଯାଉଛି।

ପାରିପାର୍ଶ୍ବିକ ସ୍ଥିତରୁ କେହି ହତ୍ଯା କରି ପୋତିଦେଇଥିବା ସନ୍ଦେହ କରାଯାଉଛି। ଘଟଣା ବିଷୟରେ ଖବର ପାଇ ମଞ୍ଚେଶ୍ବର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Leave A Reply

Your email address will not be published.