ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲୋନ ଦେବାକୁ କହି ୨୪ ଲକ୍ଷ ଟଙ୍କା ଠକେଇ, ୟୁପିର ଦୁଇ ଠକକୁ ଗିରଫ କଲା ସାଇବର ଥାନା ପୁଲିସ

ଭୁବନେଶ୍ବର: ଲୋନ ଦେବାକୁ କହି ୨୪ ଲକ୍ଷ ଠକେଇ । ୟୁପିରୁ ଦୁଇ ଠକଙ୍କୁ ଗିରଫ କଲା ସାଇବର ଥାନା ପୁଲିସ । ଅଭିଯୁକ୍ତ ୨ ଜଣ ହେଲେ ଅଙ୍କିତ କୁମାର ସିଂହ ଓ ବଳେନ୍ଦ୍ର ସିଂହ କୁ ଗିରଫ କଲା ପୁଲିସ ।  ୫ ଲକ୍ଷ ଟଙ୍କା ଲୋନ ଦେବାକୁ କହି ରାଜଧାନୀର ଅନେକ ଲୋକଙ୍କ ଠାରୁ ହୋଇଥିଲା ଠକେଇ କରିଥିବା ଜଣାପଡିଛି। ସେମାନଙ୍କ ନିକଟରୁ ମୋବାଇଲ ଓ ସିମ ଜବତ କରିଛି ପୁଲିସ ।  ଏମାନଙ୍କ ଗ୍ୟାଙ୍ଗରେ ଆଉ କେଉଁମାନେ ସମ୍ପୃକ୍ତି ଅଛନ୍ତି ତଦନ୍ତ କରୁଛି ସାଇବର ଥାନା ପୁଲିସ ।

Leave A Reply

Your email address will not be published.