ସାଇବର ଠକେଇ ରୋକିବା ପାଇଁ ହେଲ୍ପଲାଇନ ନମ୍ବର ଜାରି କଲେ ଡିସିପି

କଟକ: ସାଇବର ଠକେଇ ରୋକିବା ପାଇଁ ସିଟି ପୁଲିସ ତରଫରୁ ଏକ ସାଇବର ହେଲ୍ପଡେସ୍କ କାର୍ଯ୍ୟ କରୁଛି। ଯଦି କେହି ସାଇବର ଠକେଇ କିମ୍ବା ସାଇବର ଅପରାଧର ସମ୍ମୁଖୀନ ହେଉଛନ୍ତି ତୁରନ୍ତ ୧୦୦/୧୧୨ ଡାଏଲ କରିବାକୁ କୁହାଯାଇଛିି।

ନଚେତ ହେଲ୍ପଡେସ୍କରେ କାର୍ଯ୍ୟରତ ଅଫିସର: ପିଟି ଗଣେଶ – ୮୮୯୫୮୧୨୩୦୪ ଓ ଅନିଲ ଦାସଙ୍କୁ- ୭୩୨୮୦୭୭୧୪୪ଙ୍କୁ ଦିଆଯାଇଥିବା ନମ୍ବରରେ କଲ କରି ଅଭିଯୋଗ ଜଣାଇପାରିବେ।

cyber

ଯଦି କେହି ଠକେଇର ଶିକାର ହୋଇଥିବା ବ୍ୟକ୍ତି ଏହି ନମ୍ବରରେ କଲ କରନ୍ତି ତେବେ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କଟକ ଡିସିପି ପ୍ରତୀକ ସିଂହ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

Leave a comment