ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କପେ ଚା’ର ଦାମ୍‌ ୧୦୦୦ ଟଙ୍କା

ଆମ ଦେଶରେ ଅଧିକାଂଶ ଲୋକ ସକାଳେ ବିଛଣା ଛାଡିବା ପରେ ଚା’ ପିଇବାକୁ ପସନ୍ଦ କରନ୍ତି। ଚା’ର ଚାହିଦାକୁ ଦେଖ଄ ଏବେ ରାସ୍ତାଘାଟରେ ଚା’ ଦୋକାନମାନ ଖୋଲିଛି । କଲିକତାର ମୁକୁନ୍ଦପୁରରେ ଥିବା ଏକ ଚା’ ଦୋକାନରେ ସବୁଠୁ ମହଙ୍ଗା ଚା’ ମିଳିଥାଏ। ଏହି ଦୋକାନରେ ପାଖାପାଖି ୧୦୦ ପ୍ରକାରର ଚା’ ମିଳିଥାଏ । ଏଠାରେ ୧୨ ଟଙ୍କାରୁ ଚା’ ଆରମ୍ଭ ହୋଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଚା’ ମିଳିଥାଏ। ଏଠାରେ ମିଳୁଥିବା ସବୁଠୁ ମହଙ୍ଗା ଚା’ର ଦାମ୍‌ ବୋ-ଲେ । ଏହି ଚା’ପତି କେଜିଏର ଦାମ୍ ତିନି ଲକ୍ଷ ଟଙ୍କା। ଏହି ଚା’ ଦୋକାନ ମାଲିକଙ୍କର ନାମ ପ୍ରାତିମ ଗାଙ୍ଗୁଲି। ପ୍ରାତିମଙ୍କର ଚା’ ଦୋକାନରେ ୱାଇନ୍ ଟି, ତୁଲସୀ ଜିଞ୍ଜର ଟି’, ଲ୍ୟାଭଣ୍ଡେର ଆଦି ବିଭିନ୍ନ ପ୍ରକାର ଚା’ ମିଳିଥାଏ।

Leave A Reply

Your email address will not be published.