ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆମେରିକାରେ ରେକର୍ଡ ଭାଙ୍ଗିଲା କରୋନାର ଦୈନିକ ସଂକ୍ରମଣ: ଗୋଟିଏ ଦିନରେ ଚିହ୍ନଟ ହେଲେ ୫ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ନୂଆଦିଲ୍ଲୀ: ଆମେରିକାରେ କରୋନା ମାମଲାରେ ବ୍ୟାପକ ବୃଦ୍ଧି ହୋଇଛି। ଗୋଟିଏ ଦିନରେ ମୋଟ ୫,୮୦,୦୦୦  କୋଭିଡ ମାମଲା ରିପୋର୍ଟ ହୋଇଛି। । ପିଲାମାନେ କରୋନାରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି ।

ଏହା ଅତ୍ୟନ୍ତ ହୃଦୟ ବିଦାରକ ବୋଲି ଡ।. ଫିଲାଡେଲଫିଆର ଶିଶୁ ହସ୍ପିଟାଲର ସଂକ୍ରାମକ ରୋଗ ବିଶେଷଜ୍ଞ କହିଛନ୍ତି। ଗତ ବର୍ଷ ଏହା ଯଥେଷ୍ଟ କଷ୍ଟସାଧ୍ୟ ଥିଲା, କିନ୍ତୁ ବର୍ତ୍ତମାନ ଏହି ସବୁକୁ ରୋକିବା ପାଇଁ ଆପଣଙ୍କ ପାଖରେ ଏକ ଉପାୟ ଅଛି। ” ଡିସେମ୍ବର ୨୨ରୁ ୨୮ରେ, ୧୭ ବର୍ଷରୁ କମ୍‌ ପ୍ରାୟ ୩୭୮ ପିଲା କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଯାହା ପୂର୍ବ ସପ୍ତାହ ତୁଳନାରେ ୬୬% ବୃଦ୍ଧି ପାଇଛି ବୋଲି ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ରିପୋର୍ଟ କରିଛି।

 

 

 

Leave A Reply

Your email address will not be published.