ରାଜ୍ଯରେ ୨ ହଜାର ଟପିଲା ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ଯା: ଆଜି ୨୨୬୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୫୮ ପଜିଟିଭ୍
ଭୁବନେଶ୍ବର: ରାଜ୍ଯରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି। ଏପଟେ ରାଜ୍ଯରେ ସଂକ୍ରମିତଙ୍କ ସଂଖ୍ଯା ୨ ହଜାର ପାର କରିଛି। ରାଜ୍ଯରୁ ଆଜି ୨୨୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ୧୩୧୪ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୯୫୩ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ଯର ମୋଟ ଆକ୍ରାନ୍ତଙ୍କ ସଂଖ୍ଯା ୩,୫୫,୩୫୩ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ସର୍ବାଧିକ ସୁନ୍ଦରଗଡ଼ ଜିଲାରୁ ୪୫୮ ଜଣ ରହିଥିବା ଜଣାପଡ଼ିଛି। ସେହିପରି ଖୋର୍ଦ୍ଧା- ୩୪୮, କଟକ-୧୧୭, ନୂଆପଡ଼ା- ୧୦୪ ଓ ସମ୍ବଲପୁର ଜିଲ୍ଲାରୁ ୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
Covid-19 Report For 13th April
New Positive Cases: 2267
In quarantine: 1314
Local contacts: 953(Details of local contacts will be shared by concerned District Administration)
District Wise Cases:
1. Angul: 48
2. Balasore: 67
3. Bargarh: 120
4. Bhadrak: 28
5. Balangir: 93— I & PR Department, Odisha (@IPR_Odisha) April 14, 2021
22. Nawarangpur: 104
23. Nayagarh: 19
24. Nuapada: 104
25. Puri: 70
26. Rayagada: 27
27. Sambalpur: 120
28. Sonepur: 16
29. Sundargarh: 458
30. State Pool: 81New recoveries: 523
Cumulative tested: 9461720
Positive: 355353
Recovered: 341123
Active cases: 12244— I & PR Department, Odisha (@IPR_Odisha) April 14, 2021