ରାଜ୍ୟରେ ପୁଣି ୧୨ ହଜାର ଟପିଲା ଦୈନିକ ସଂକ୍ରମଣ, ଆଜି ଚିହ୍ନଟ ହେଲେ ଆଉ ୧୨, ୫୨୩ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୧୨, ୫୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୦୧୨ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୫୫୧୧ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୮୪୨୨ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୮୪୨ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼- ୭୧୫, କଟକ- ୧୦୮୪, ଯାଜପୁର-୪୧୯, ପୁରୀ-୫୬୮, ଗଞ୍ଜାମ- ୩୬୯, ନୂଆପଡ଼ା- ୧୨୯, ବଲାଙ୍ଗୀର- ୨୯୬, ବାଲେଶ୍ବର- ୫୧୦, ଅନୁଗୁଳ-୯୩୦, ବରଗଡ଼-୩୧୫, କଳାହାଣ୍ଡି- ୪୯୧, ଝାରସୁଗୁଡ଼ାରୁ -୩୭୩, ନବରଙ୍ଗପୁର- ୩୮୩ ଓ ସମ୍ବଲପୁର ଜିଲ୍ଲାରୁ ୪୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
6. Boudh: 365
7. Cuttack: 1084
8. Deogarh: 106
9. Dhenkanal: 132
10. Gajapati: 53
11. Ganjam: 369
12. Jagatsinghpur: 325
13. Jajpur: 419
14. Jharsuguda: 373
15. Kalahandi: 491
16. Kandhamal: 100
17. Kendrapada: 195
18. Keonjhar: 232
19. Khurda: 1842
20. Koraput: 233— I & PR Department, Odisha (@IPR_Odisha) May 21, 2021
New recoveries: 9870
Cumulative tested: 11180649
Positive: 668422
Recovered: 556501
Active cases: 109438— I & PR Department, Odisha (@IPR_Odisha) May 21, 2021