ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହେଲେ ଆଉ ୧୮୫ ଜଣ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଉପର ତଳ ହେଉଛି କରୋନା ସଂକ୍ରମଣ ହାର। ଦିନେ ବଢିଲେ ଆଉ ଦିନେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୮୫ ଜଣ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା 76 ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୫ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୫୬୫୬ କୁ ବୃଦ୍ଧି ପାଇଥିବା ବେଳେ ୧୦୩୪୫୦୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୨୭୧୯ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।
Covid-19 Report For 14th November
New Positive Cases: 185
Of which 0-18 years: 35
In quarantine: 109
Local contacts: 76(Details of local contacts will be shared by concerned District)
1. Balasore: 9
2. Bhadrak: 2
3. Boudh: 2
4. Cuttack: 14
5. Deogarh: 2
6. Dhenkanal: 1— I & PR Department, Odisha (@IPR_Odisha) November 15, 2021
7. Ganjam: 1
8. Jagatsinghpur: 3
9. Jajpur: 7
10. Jharsuguda: 3
11. Kendrapada: 4
12. Khurda: 76
13. Mayurbhanj: 12
14. Nayagarh: 1
15. Puri: 7
16. Sambalpur: 18
17. Sonepur: 4— I & PR Department, Odisha (@IPR_Odisha) November 15, 2021
18. Sundargarh: 1
19. State Pool: 18New recoveries: 205
Cumulative tested: 22896011
Positive: 1045656
Recovered: 1034505
Active cases: 2719— I & PR Department, Odisha (@IPR_Odisha) November 15, 2021