ରାଜ୍ୟରେ ଆଜି ଚିହ୍ନଟ ହେଲେ ଆଉ ୧୦ ହଜାର ୬୩୫ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୧୦,୬୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୧୨ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୬୨୩ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୩୪,୮୪୨ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୫୬୪ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼-୯୪୩, କଟକ-୮୮୭, ଯାଜପୁର-୨୯୦, ପୁରୀ-୪୩୪, ଗଞ୍ଜାମ- ୨୬୬, ନୂଆପଡ଼ା- ୩୨୪, ବଲାଙ୍ଗୀର-୩୧୮, ବାଲେଶ୍ବର-୩୦୧, ଅନୁଗୁଳ-୫୫୯, ଭଦ୍ରକ-୧୦୦, ବରଗଡ଼-୪୪୩, କଳାହାଣ୍ଡି- ୪୬୯, ଝାରସୁଗୁଡ଼ାରୁ ୪୫୬, ନବରଙ୍ଗପୁର- ୩୩୬ ଓ ସମ୍ବଲପୁର ଜିଲ୍ଲାରୁ ୬୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
6. Boudh: 179
7. Cuttack: 887
8. Deogarh: 137
9. Dhenkanal: 146
10. Gajapati: 101
11. Ganjam: 266
12. Jagatsinghpur: 140
13. Jajpur: 290
14. Jharsuguda: 456
15. Kalahandi: 469
16. Kandhamal: 73
17. Kendrapada: 117
18. Keonjhar: 193
19. Khurda: 1564
20. Koraput: 127— I & PR Department, Odisha (@IPR_Odisha) May 9, 2021
New recoveries: 7664
Cumulative tested: 10517838
Positive: 534842
Recovered: 439322
Active Cases: 93287— I & PR Department, Odisha (@IPR_Odisha) May 9, 2021