ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାର ଟପିଲା, ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦୈନିକ ସଂକ୍ରମଣ ମଧ୍ୟ ୧୨ ହଜାର ପାର କରିଛି। ରାଜ୍ୟରୁ ଆଜି ୧୨,୨୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୯୧୪ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୫୩୨୪ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୧୨,୪୦୦ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ଼ ଜିଲାରୁ ୨୦୭୩ ଜଣ ରହିଥିବା ଜଣାପଡ଼ିଛି। ସେହିପରି ଖୋର୍ଦ୍ଧା-୧୮୨୮, କଟକ-୯୧୬, ଯାଜପୁର-୩୧୮, ପୁରୀ-୩୬୯, ଗଞ୍ଜାମ- ୩୧୨, ନୂଆପଡ଼ା- ୨୯୦, ବଲାଙ୍ଗୀର-୨୬୦, ବାଲେଶ୍ବର-୪୩୭, ଅନୁଗୁଳ-୪୮୦, ଭଦ୍ରକ-୩୮୧, ବରଗଡ଼-୪୭୫, କଳାହାଣ୍ଡି- ୫୮୦, ଝାରସୁଗୁଡ଼ାରୁ ୩୦୬, ନବରଙ୍ଗପୁର- ୨୮୨ ଓ ସମ୍ବଲପୁର ଜିଲ୍ଲାରୁ ୫୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
6. Boudh: 128
7. Cuttack: 916
8. Deogarh: 60
9. Dhenkanal: 142
10. Gajapati: 91
11. Ganjam: 312
12. Jagatsinghpur: 168
13. Jajpur: 318
14. Jharsuguda: 306
15. Kalahandi: 580
16. Kandhamal: 69
17. Kendrapada: 192
18. Keonjhar: 179
19. Khurda: 1828
20. Koraput: 130— I & PR Department, Odisha (@IPR_Odisha) May 7, 2021
New recoveries: 6854
Cumulative tested: 10418217
Positive: 512400
Recovered: 423257
Active cases: 86950— I & PR Department, Odisha (@IPR_Odisha) May 7, 2021