ରାଜ୍ଯରେ ଖସୁଛି ସଂକ୍ରମଣ ଓ ମୃତ୍ଯୁ: ଆଜି ଚିହ୍ନଟ ହେଲେ ୪୫୩ ନୂଆ ଆକ୍ରାନ୍ତ, କରୋନା ନେଲା ଆଉ ୩ ଜୀବନ

ଭୁବନେଶ୍ୱର: ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪୫୩ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୬୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୮୮ ଜଣ ରହିଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୨୮୮୧୯କୁ ବୃଦ୍ଧି ପାଇଥିବା ବେଳେ ୧୦୧୫୬୦୮ଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ଆଉ ୪୯୩୫ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୫୩ଜଣ ପଜିଟିଭ ରହିଛନ୍ତି।
Covid-19 Report For 4th October
New Positive Cases: 453
Of which 0-18 years: 53
In quarantine: 265
Local contacts: 188(Details of local contacts will be shared by concerned Dist Administration)
District Wise Cases:
1. Angul: 1
2. Balasore: 17
3. Bargarh: 1
4. Bhadrak: 4— I & PR Department, Odisha (@IPR_Odisha) October 5, 2021
22. Sambalpur: 18
23. Sundargarh: 6
24. State Pool: 45New recoveries: 590
Cumulative tested: 20295168
Positive: 1028819
Recovered: 1015608
Active cases: 4935— I & PR Department, Odisha (@IPR_Odisha) October 5, 2021
ସେହିପରି ରାଜ୍ୟରେ ମୃତ୍ୟୁସଂଖ୍ୟା ମଧ୍ଯ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୨୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ବରରୁ ଜଣେ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାର ୨ଜଣ ରହିଛନ୍ତି ।
2.A 72 years old Male of Ganjam District who was also suffering from Chronic Kidney Disease, Diabetes Mellitus, Hypertension, Hypertrophic Obstructive Cardiomyopathy With Left Ventricular Outflow tract Obstruction, Coronary Artery Disease.
— H & FW Dept Odisha (@HFWOdisha) October 5, 2021
NOTE: This list does not reflect deaths occurring on a particular day. It gives details of past deaths for which the death audit process has been duly completed and the cause of death has been identified as due to Covid-19.
— H & FW Dept Odisha (@HFWOdisha) October 5, 2021