ରାଜ୍ଯରେ ଆଜି ଚିହ୍ନଟ ହେଲେ ଆଉ ୬୦୨ ନୂଆ ଆକ୍ରାନ୍ତ, ୦-୧୮ ବର୍ଷ ବୟସ ୯୬ ପଜିଟିଭ୍
ଭୁବନେଶ୍ୱର: ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬୦୨ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୪୯ ଜଣ ରହିଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୨୬୪୭୬କୁ ବୃଦ୍ଧି ପାଇଥିବା ବେଳେ ୧୦୧୨୫୮୩ଜଣ ସୁସ୍ଥ ହୋଇଛନ୍ତି । ଏବେ ରାଜ୍ୟରେ ଆଉ ୫୬୪୨ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୯୬ ଜଣ ପଜିଟିଭ ରହିଛନ୍ତି।
Covid-19 Report For 29th September
New Positive Cases: 602
Of which 0-18 years: 96
In quarantine: 353
Local contacts: 249(Details of local contacts will be shared by concerned Dist Administration)
District Wise Cases:
1. Angul: 11
2. Balasore: 21
3. Bargarh: 2
4. Bhadrak: 5— I & PR Department, Odisha (@IPR_Odisha) September 30, 2021
22. Sambalpur: 13
23. Sonepur: 1
24. Sundargarh: 9
25. State Pool: 67New recoveries: 467
Cumulative tested: 19968786
Positive: 1026476
Recovered: 1012583
Active cases: 5642— I & PR Department, Odisha (@IPR_Odisha) September 30, 2021