ରାଜ୍ୟରେ ଆଜି ଆଉ ଚିହ୍ନଟ ହେଲେ ୧୧ ହଜାର ୮୦୫ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଛି। ଏଥିସହ ରାଜ୍ୟରୁ ଆଜି ୧୧,୮୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୧୧ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୫୧୯୪ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦୪୯୨ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୪୧୪ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼-୧୨୦୯, କଟକ-୧୧୯୭, ଯାଜପୁର-୩୯୨, ପୁରୀ-୩୮୮, ଗଞ୍ଜାମ- ୩୩୧, ନୂଆପଡ଼ା- ୩୦୭, ବଲାଙ୍ଗୀର-୩୫୮, ବାଲେଶ୍ବର-୩୦୩, ଅନୁଗୁଳ-୬୬୮, ବରଗଡ଼-୪୨୧, କଳାହାଣ୍ଡି- ୩୩୭, ଝାରସୁଗୁଡ଼ାରୁ -୩୨୭, ନବରଙ୍ଗପୁର- ୨୩୯ ଓ ସମ୍ବଲପୁର ଜିଲ୍ଲାରୁ ୫୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
6. Boudh: 246
7. Cuttack: 1197
8. Deogarh: 109
9. Dhenkanal: 280
10. Gajapati: 115
11. Ganjam: 331
12. Jagatsinghpur: 274
13. Jajpur: 392
14. Jharsuguda: 327
15. Kalahandi: 377
16. Kandhamal: 83
17. Kendrapada: 147
18. Keonjhar: 188
19. Khurda: 1414
20. Koraput: 196— I & PR Department, Odisha (@IPR_Odisha) May 15, 2021
New recoveries: 9329
Cumulative tested: 10825914
Positive: 600492
Recovered: 491674
Active cases: 106471— I & PR Department, Odisha (@IPR_Odisha) May 15, 2021