ରାଜ୍ଯରେ ଆଜି ଚିହ୍ନଟ ହେଲେ ଆଉ ୫୨୧ ନୂଆ ଆକ୍ରାନ୍ତ, ୦-୧୮ ବର୍ଷ ବୟସ ୬୫ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୫୨୧ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୦୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୧୭ ଜଣ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୩୮୦୯ କୁ ବୃଦ୍ଧି ପାଇଥିବା ବେଳେ ୧୦୨୦୧୬୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୫୩୧୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୬୫ଜଣ ପଜିଟିଭ ରହିଛନ୍ତି।
Covid-19 Report For 13th October
New Positive Cases: 521
Of which 0-18 years: 65
In quarantine: 304
Local contacts: 217(Details of local contacts will be shared by concerned Dist Administration)
1. Angul: 2
2. Balasore: 17
3. Bargarh: 3
4. Bhadrak: 3
5. Balangir: 4— I & PR Department, Odisha (@IPR_Odisha) October 14, 2021
23. Sambalpur: 9
24. Sonepur: 1
25. Sundargarh: 8
26. State Pool: 61New recoveries: 404
Cumulative tested: 20892297
Positive: 1033809
Recovered: 1020168
Active cases: 5314— I & PR Department, Odisha (@IPR_Odisha) October 14, 2021