ରାଜ୍ୟରେ ଆଜି ଚିହ୍ନଟ ହେଲେ ଆଉ ୧୦ ହଜାର ୯୮୨ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୧୦,୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୯୪ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୮୩୩ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୬୫,୬୪୮ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୫୩୯ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼-୯୬୪, କଟକ-୮୮୫, ଯାଜପୁର-୩୪୯, ପୁରୀ-୩୯୮, ଗଞ୍ଜାମ- ୧୭୭, ନୂଆପଡ଼ା- ୩୭୮, ବଲାଙ୍ଗୀର-୪୨୬, ବାଲେଶ୍ବର-୩୦୩, ଅନୁଗୁଳ-୫୩୯, ବରଗଡ଼-୪୩୧, କଳାହାଣ୍ଡି- ୩୭୦, ଝାରସୁଗୁଡ଼ାରୁ -୩୮୦, ନବରଙ୍ଗପୁର- ୩୩୫ ଓ ସମ୍ବଲପୁର ଜିଲ୍ଲାରୁ ୪୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
6. Boudh: 180
7. Cuttack: 885
8. Deogarh: 127
9. Dhenkanal: 189
10. Gajapati: 111
11. Ganjam: 177
12. Jagatsinghpur: 232
13. Jajpur: 349
14. Jharsuguda: 380
15. Kalahandi: 370
16. Kandhamal: 134
17. Kendrapada: 141
18. Keonjhar: 253
19. Khurda: 1539
20. Koraput: 195— I & PR Department, Odisha (@IPR_Odisha) May 12, 2021
New recoveries: 7564
Cumulative tested: 10661647
Positive: 565648
Recovered: 465133
Active cases: 98230— I & PR Department, Odisha (@IPR_Odisha) May 12, 2021