ରାଜ୍ୟରୁ ଆଜି ଚିହ୍ନଟ ହେଲେ ଆଉ ୯ ହଜାର ୭୯୩ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କ୍ରମାଗତା ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ରାଜ୍ୟରୁ ଆଜି ୯,୭୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୫୩୪ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୨୫୯ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। ଏଥିସହ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୫୪,୬୬୬ ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୧୫୧୧ ଜଣ ରହିଥିବା ଜଣାପଡ଼ିଛି। ସେହିପରି ସୁନ୍ଦରଗଡ଼-୧୦୧୮, କଟକ-୬୪୧, ଯାଜପୁର-୩୭୬, ପୁରୀ-୩୫୧, ଗଞ୍ଜାମ- ୨୭୬, ନୂଆପଡ଼ା- ୪୦୧, ବଲାଙ୍ଗୀର-୩୪୨, ବାଲେଶ୍ବର-୩୧୪, ଅନୁଗୁଳ-୫୨୬, ବରଗଡ଼-୨୭୦, କଳାହାଣ୍ଡି- ୨୨୪, ଝାରସୁଗୁଡ଼ାରୁ -୪୦୪, ନବରଙ୍ଗପୁର- ୩୦୨ ଓ ସମ୍ବଲପୁର ଜିଲ୍ଲାରୁ ୩୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
6. Boudh: 152
7. Cuttack: 641
8. Deogarh: 125
9. Dhenkanal: 91
10. Gajapati: 111
11. Ganjam: 276
12. Jagatsinghpur: 189
13. Jajpur: 376
14. Jharsuguda: 404
15. Kalahandi: 224
16. Kandhamal: 101
17. Kendrapada: 158
18. Keonjhar: 244
19. Khurda: 1511
20. Koraput: 174— I & PR Department, Odisha (@IPR_Odisha) May 11, 2021
New recoveries: 9706
Cumulative tested: 10612456
Positive: 554666
Recovered: 457569
Active cases: 94829— I & PR Department, Odisha (@IPR_Odisha) May 11, 2021