ରାଜ୍ଯରେ ଆଜି ଚିହ୍ନଟ ହେଲେ ଆଉ ୩୪୦ ନୂଆ ଆକ୍ରାନ୍ତ, ୦-୧୮ ବର୍ଷ ବୟସ ୫୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୪୦ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୪୧ ଜଣ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୫୪୧୭ କୁ ବୃଦ୍ଧି ପାଇଥିବା ବେଳେ ୧୦୨୨୨୫୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୪୮୨୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୫୦ ଜଣ ପଜିଟିଭ ରହିଛନ୍ତି।
Covid-19 Report For 17th October
New Positive Cases: 340
Of which 0-18 years: 50
In quarantine: 199
Local contacts: 141(Details of local contacts will be shared by concerned Dist Administration)
1. Angul: 3
2. Balasore: 13
3. Bargarh: 6
4. Bhadrak: 4
5. Balangir: 1— I & PR Department, Odisha (@IPR_Odisha) October 18, 2021
6. Cuttack: 43
7. Deogarh: 1
8. Dhenkanal: 1
9. Ganjam: 4
10. Jagatsinghpur: 10
11. Jajpur: 9
12. Kendrapada: 15
13. Khurda: 149
14. Koraput: 3
15. Mayurbhanj: 14
16. Nawarangpur: 1
17. Nayagarh: 2
18. Puri: 7
19. Rayagada: 4
20. Sambalpur: 12
21. Sundargarh: 2
22. State Pool: 36— I & PR Department, Odisha (@IPR_Odisha) October 18, 2021
New recoveries: 508
Cumulative tested: 21118450
Positive: 1035417
Recovered: 1022250
Active cases: 4824— I & PR Department, Odisha (@IPR_Odisha) October 18, 2021