ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟିକାକରଣ ସ୍ଲଟ୍ ବୁକିଂ ଓ କୋଭିଡ୍ ସମ୍ବନ୍ଧୀୟ ସୂଚନା ପାଇଁ ହ୍ବାଟସ୍ଆପ୍ ନମ୍ବର ଜାରି କଲେ ରାଜ୍ଯସରକାର

ଭୁବନେଶ୍ବର: ରାଜ୍ଯ ସରକାର କରୋନା ସହାୟତା ଯୋଗାଇ ଦେବା ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି। ହାତପାହାନ୍ତାରେ ଯେମିତି ସାଧାରଣଲୋକେ ସବୁ ପ୍ରକାରର କୋଭିଡ ତଥ୍ଯ ପାଇପାରିବେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହ୍ବାଟସ୍ଆପ୍ ନମ୍ବର ଜାରି କରାଯାଇଛି। ଜାରି ହୋଇଥିବା ହ୍ବାଟସ୍ଆପ୍ ନମ୍ବର: ୯୩୩୭୯୨୯୦୦୦ ।

ଏହି ହ୍ବାଟସ୍ଆପ୍ ନମ୍ବରରେ ଟିକାକରଣ ସ୍ଲଟ୍ ବୁକିଂ ଏବଂ କୋଭିଡ୍ ସମ୍ବନ୍ଧୀୟ ବିଭିନ୍ନ ସୂଚନା ପାଇପାରିବେ।

Leave A Reply

Your email address will not be published.